ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ସର୍ଚ୍ଚ ଅପରେସନ ଜାରି
ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟ। ଚଳିତବର୍ଷ ଆରମ୍ଭ ହୋଇଥିବା ଅପରେସନ ତ୍ରାଶୀ-୧ରେ ଆତଙ୍କୀଙ୍କ ବିରୋଧରେ ସୁରକ୍ଷାବଳ ଏକ ବଡ଼ ଏବଂ ସୁନିୟୋଜିତ ଅଭିଯାନ ଆରମ୍ଭ କରିଛି । ଏହି ଅପରେସନର ମୁଖ୍ୟ ଉଦ୍ଦେଶ୍ୟ କିସ୍ତୱାଡା ଜିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ ଥିବା…
