Odia News Portal

ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ, ୬ ପୋଲିସ ମୃତ !

ପୋଲିସ ବନାମ ପୋଲିସ। ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ। ୬ଜଣ ପୋଲିସଙ୍କ ମୃତୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲକୁ ନିଆଯାଇଛି। ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଖବର।