Odia News Portal
Monthly Archives

July 2026

ତିନି ଦିନିଆ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ସମୀକ୍ଷା

ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ଆସିବେ। ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ…

୧୯ ବର୍ଷ ପରେ କୋଲକାତା ଫେରିଲେ ତସ୍‌ଲିମା ନସରିନ୍‌

ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ୍‌ ୧୯ ବର୍ଷ ପରେ ଶୁକ୍ରବାର କୋଲକାତା ଫେରିଛନ୍ତି। ତାଙ୍କ ବିବାଦୀୟ ପୁସ୍ତକ ''ଦ୍ୱିଖୋଣ୍ଡିତୋ'' ଉପରେ ବିରୋଧ ପ୍ରଦର୍ଶନ ପରେ ତସଲିମା କୋଲକାତା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପଶ୍ଚିମବଙ୍ଗର ରାଜଧାନୀରେ ନେତାଜୀ ସୁଭାଷ…

ରାଜସ୍ବ ମନ୍ତ୍ରୀଙ୍କ ସୂଚନା : ନିୟନ୍ତ୍ରଣରେ ରହିଛି ବନ୍ୟା ପରିସ୍ଥିତି

ରାଜ୍ୟର ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।ବନ୍ୟାରେ 15 ଟି ଜିଲ୍ଲା ବିପଦ ମୁକ୍ତ ରହିଛି । ଆଉ 15ଟି ଜିଲ୍ଲା ପ୍ରଭାବିତ ହୋଇଛି । 57ଟି ବ୍ଲକ୍…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ବୁଧବାର ଦିନ ଲୋକ ଭବନରେ ଇଣ୍ଡିଆନ ଆଇଡଲ ସିଜନ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସଙ୍ଗୀତ କ୍ଷେତ୍ରରେ ପ୍ରଦର୍ଶିତ ଉଲ୍ଲେଖନୀୟ ସଫଳତା ପାଇଁ ଜ୍ୟୋତିର୍ମୟୀଙ୍କୁ ରାଜ୍ୟପାଳ ଏହି ସମ୍ବର୍ଦ୍ଧନା ପ୍ରଦାନ…

ବଢ଼ୁଛି ଚାପ, ଇସ୍ତଫା ଦେବେ ତ ଗଣ୍ଡ?

"ଓଡ଼ିଶା ରାଜନୀତିରେ ଯନ୍ତର ମନ୍ତର ତାତି । ପ୍ରଶ୍ନପତ୍ର ଲିକ ରେ ଘାଣ୍ଟି ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଇସ୍ତଫା ପରେ ଏବେ ସ୍କୁଲ୍ ପାଠ୍ୟ ପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ନବୀନ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ବି…

ସତ୍ୟ ଲୁଚାଇ ରଖିଥିଲେ ଟ୍ରମ୍ପ ପ୍ରଶାସନ : ସାଟେଲାଇଟ୍ ଚିତ୍ରରୁ ପର୍ଦ୍ଦାଫାସ୍

ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଚୀନ୍‌ର ବୈଜ୍ଞାନିକମାନଙ୍କ ଏକ ନୂଆ ଅଧ୍ୟୟନ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍ (CAS)ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ଦାବି କରାଯାଇଛି…

କାଣୀ ନଦୀରେ ଘାଇ, ପାଣି ଘେରରେ ହଜାର ହଜାର ଲୋକେ

ବୈତରଣୀ ନଦୀରେ ଆସିଥିବା ପ୍ରବଳ ବନ୍ୟା ପରେ ଏହାର ଶାଖା ନଦୀ କାଣୀରେ ମଧ୍ୟ ଉଗ୍ର ରୂପ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ତରପଦା ପଞ୍ଚାୟତ ଅନ୍ତର୍ଗତ ଡୋଭାବିଲ ପାଟଣା ନିକଟରେ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବନ୍ୟା ପାଣି ଚାରିଆଡ଼େ ମାଡ଼ିଯାଇଛି।ଏହାର ପ୍ରଭାବରେ…

ଜାତୀୟ ମଞ୍ଚରେ ବୋରିଗୁମ୍ମା ଝିଅର କମାଲ

ବୋରିଗୁମ୍ମା ପାଇଁ ଗର୍ବର ମୁହୂର୍ତ୍ତ। ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତିଯୋଗିତାରେ ଚମକିଲେ ବୋରିଗୁମ୍ମାର ଝିଅ ଏନ୍. ତ୍ରିଶା ତନ୍ୟା। ଦେଶର ୨୪ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ରନର୍ସ-ଅପ୍ ମୁକୁଟ ସହ ଦୁଇଟି ସ୍ୱତନ୍ତ୍ର ଟାଇଟଲ୍ ହାସଲ କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ।…

ଅଙ୍ଗଦାନ କରି ଚାରି ଜଣଙ୍କୁ ନୂଆ ଜୀବନ ଦେଲେ ଗୈାରବ

କିଛି କାହାଣୀ ଆପଣଙ୍କୁ କେବଳ ଭାବନାରେ ରଖେନାହିଁ , ବରଂ ଆପଣଙ୍କ ଆଖିରେ ଲୁହ ଆଣିଦିଏ । ଠିକ୍ ସେହିପରି ଏକ ହୃଦୟସ୍ପର୍ଶୀ କାହାଣୀ ଯାହା ଆଜି ଆପଣଙ୍କ ଆଖିରେ ଲୁହ ଭରିଦବ ଏବଂ ଜୀବନର ପ୍ରତିଦୃଷ୍ଟିକୋଣ କୁ ବି ବଦଳାଇଦେବ ।ଏହା ଏପରି ଜଣେ ପୁଅର କାହାଣୀ ଯିଏ ଅନ୍ୟମାନଙ୍କ ମାଧ୍ୟମରେ ବଞ୍ଚି…

6 ଜିଲ୍ଲାରେ ବନ୍ୟାର ତାଣ୍ଡବ

୬ ଜିଲ୍ଲା... ୪୪ ବ୍ଲକ... ୨୩୩ ପଞ୍ଚାୟତ... ୭୪୮ ଗାଁ... ଚାରିଆଡ଼େ ବନ୍ୟାର ଭୟଙ୍କର ବିଭୀଷିକା। କେଉଁଠି ସମ୍ପୂର୍ଣ୍ଣ ଜଳବନ୍ଦୀ ଗାଁ, ତ କେଉଁଠି ବନ୍ୟା ପାଣିରେ ବୁଡ଼ି ଯାଇଛି ଘରଦ୍ୱାର ଓ ଚାଷଜମି। ରାଜ୍ୟର ୬ଟି ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଜାରି ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର,…