ଜେନ୍-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା
ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବିବାଦୀୟ ‘ଜେନେରେସନ୍ ଗଟର’ ମନ୍ତବ୍ୟକୁ ପୁଣିଥରେ ଦୃଢ଼ ସମର୍ଥନ କରିଛନ୍ତି। ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କ ସହ କଥା ହୋଇ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଟିପ୍ପଣୀ ସମଗ୍ର ଜେନ୍-ଜି ପିଢ଼ିକୁ ନେଇ…
