Odia News Portal
Monthly Archives

January 2019

୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବ ଦାସ ଯୋଗଦେବେ ବିଜେଡିରେ !

ଝାରସୁଗୁଡା: ଆସନ୍ତା ୨୪ ତାରିଖରେ ଝାରସୁଗୁଡା ବିଧାୟକ ନବଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଠାରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସହ କେତେକ ପ୍ରକଳ୍ପ ଉଦଘାଟନ କରିବାର…

ପାଖାପାଖି ବସିଲେ ମୋଦି-ମନମୋହନ । ବସିବାକୁ ନେଇ ଜୋର ଧରିଲା ଚର୍ଚ୍ଚା

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥି ହୋଇ ପାଖାପାଖି ବସିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦଶମ ଶିଖ୍‌ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ଏହି ରୋଚକ ଘଟଣା…

ଜବତ ହେଲା ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ବାରୁଦ

ଭୁବନେଶ୍ବର: ରାଜଧାନୀରେ କାୟା ମେଲାଉଛି ଚୋରା କାରବାର। ଜବତ ହେଲା ବନ୍ଧୁକ,ଗୁଳି ଓ ବିପୁଳ ପରିମାଣର ବାରୁଦ। ଘଟଣାରେ QAT ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେବି ୩ଜଣ ଫେରାର୍ ଅଛନ୍ତି। ଗିରଫ ହେଲେ ରିଙ୍କୁ ପ୍ରଧାନ ଓ ରାକେଶ ସାହୁ । ଏମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। …

ଟାଟାଷ୍ଟିଲ ହାଫ ମାରାଥନ। ଅଂଶଗ୍ରହଣ କଲେ ଶହଶହ ପ୍ରତିଯୋଗୀ

ଭୁବନେଶ୍ୱର:  ଆରମ୍ଭ ହେଲା ଟାଟା ଷ୍ଟିଲ ହାଫ୍ ମାରାଥନ୍ । ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ଏହି ମାରାଥନ୍ ଆରମ୍ଭ ହୋଇଛି । ଜାତୀୟ ଯୁବ ଦିବସ ଅବସରରେ ୨୦୧୬ ମସିହାରୁ ପ୍ରତିବର୍ଷ ଜାନୁୟାରୀ ମାସରେ ଏହି ମାରାଥନ କରାଯାଇଆସୁଛି । ଟାଟା ଷ୍ଟିଲ ଓ ରାଜ୍ୟ କ୍ରୀଡ଼ା ବିଭାଗର ସହଭାଗିତାରେ…

ମୋଦିଙ୍କ ଗସ୍ତ ପାଇଁ ବଳି ପଡିଲା ୩୦ ହଜାର ଗଛ !

ବଲାଙ୍ଗୀର: ମୋଦିଙ୍କ ହେଲିପେଡ଼ ପାଇଁ ବଲାଙ୍ଗୀର ସହର ବନୀକରଣ ସଫା ହୋଇଯାଇଛି । ବଳି ପଡିଲା ୩ ହଜାର ଗଛ । ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀତ୍ୱ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରହିଛି ବଲାଙ୍ଗୀର । ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଦିନ…

‘ସୁପର ବ୍ଲଡ ଓଲଫ ମୁନ’ ! କଣ ଏହା ଯୋଗୁଁ ବିଶ୍ୱରେ ଭୂମିକମ୍ପ ଓ ସୁନାମୀ ବଢିବ ? ଜାଣନ୍ତୁ, କଣ କହୁଛନ୍ତି ବୈଜ୍ଞାନିକ

ଆସନ୍ତା ୨୦ ଓ ୨୧ରେ ଦୃଶ୍ୟମାନ ହେବ ସୁପରବ୍ଲଡ ଓଲଫ ମୁନ । ଜାନୁୟାରୀ ୨୧ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବାବେଳେ ଏହାକୁ କୁହାଯାଉଛି ସୁପରବ୍ଲଡ ଓଲଫ ମୁନ ଏକଲିପ୍ସ । ଏପରି ହେଲେ ଚନ୍ଦ୍ରର ରଂଗ ଲାଲ ତମ୍ବାରଙ୍ଗର ଦେଖାଯିବ । ସୁପର ବ୍ଲଡ ଓଲଫ ମୁନ ଦେଖାହେଲେ ବିଶ୍ୱରେ…

ଅଷ୍ଟ୍ରେଲିଆରେ ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ ବିଜୟ, ନ୍ୟୁଜିଲାଣ୍ଡ ଗସ୍ତରେ ଶୁଭମନଙ୍କୁ ସାମିଲ

ପାଣ୍ଡ୍ୟା-ରାହୁଲଙ୍କ ସ୍ଥାନ ନେବେ ଶୁବ୍‌ମନ୍‌ ଗିଲ ଓ ବିଜୟ ଶଙ୍କର । ଏହି ଦୁଇ ଖେଳାଳି ଖେଳିବା ନେଇ ଅଲ୍‌ ଇଣ୍ଡିଆ ସିନିଅର ସିଲେକ୍ସନ କମିଟି ନିଷ୍ପତ୍ତି ନେଇଛି । ଆଡିଲେଡ୍‌ରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଦଳରେ ଅଲରାଉଣ୍ଡର ବିଜୟ ଶଙ୍କର ସାମିଲ ହେବେ ।…

କନ୍ଧମାଳରେ ଶିଶୁକନ୍ୟାକୁ ଜନ୍ମ ଦେଲେ ନାବାଳିକା

କନ୍ଧମାଳ: କନ୍ଧମାଳରେ ଲଜ୍ଜା । ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଲୋକ ଘଟଣାକୁ ବିରୋଧ କରିବା ସହ ସ୍କୁଲରେ ଛାନ୍‌ଭିନ୍‌ କରିଛନ୍ତି । ସ୍କୁଲ ଆଗରେ ପୋଡ଼ାଜଳା କରିବା…

ଉଦଘାଟିତ ହେଲା କର୍ପୋରେଟ ଗଲ୍ଫ କପ୍- ୨୦୧୯

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହୋଇଛି କର୍ପୋରେଟ ଗଲ୍ଫ କପ୍- ୨୦୧୯। କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହାକୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ୨୫ଟି କମ୍ପାନୀର ୬୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଉନ୍ନୟନ କମିସନର ଅସିତ ତ୍ରୀପାଠୀ ଓ ଅନ୍ୟ ଗଲ୍ଫ ଖେଳାଳିମାନେ…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ତୃତୀୟ ଦିନ , ମହାରାଜ କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ପୁତନା ରାକ୍ଷାସଙ୍କୁ ଗୋପପୁର ପ୍ରେରଣ କରାଯିବ । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣ…