Odia News Portal
Monthly Archives

January 2019

ବିଭ୍ରାଟ କଲେ ବହିଷ୍କାର ହେବେ ଏଥର ସେବାୟତ

ପୁରୀ: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରୀମନ୍ଦିର ନୀତି ସୁରୁଖୁରୁରେ ସଂପନ୍ନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନିଥର ନୀତି ବିଶ୍‌ୃଙ୍ଖଳା ଓ ଇଚ୍ଛାକୃତ ଭାବେ ଥରେ…

ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୋଲିସର ନୋଟିସ୍‌

ଛତ୍ରପୁର : ବିଜେପି ନେତାଙ୍କୁ ଛତ୍ରପୁର ଥାନା ପୋଲିସର ନୋଟିସ। ଛତ୍ରପୁରର ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ୨ଜଣ ନେତାଙ୍କୁ ନୋଟିସ ହୋଇଛି। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରିଛି ଛତ୍ରପୁର ଥାନା ପୋଲିସ । ୨୦୧୭…

ବିଶ୍ବାସଘାତକତାର ଜବାବ ଦେବେ ଓଡିଶାବାସୀ

ଭୁବନେଶ୍ବର () ଓଡିଶା ଗସ୍ତରେ ଆସି ରାଜ୍ୟବାସୀଙ୍କୁ ବିକାଶର ରଙ୍ଗୀନ ଚିତ୍ର ଦେଖାଇତିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିଜେଡି କଡା ସମାଲୋଚନା କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଅମିତ ଶାହା ବିକାଶର ରଙ୍ଗୀନ ସ୍ବପ୍ନ ନୁହେଁ, ମରିଚିକା ଦେଖାଇଛନ୍ତି…

#MeToo: ସାମ୍ବାଦିକ ପ୍ରିୟା ରମାନିଙ୍କୁ ଜାରି ହେଲା ସମନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ସମନ୍ କରିଛନ୍ତି। ଏମଜେ ଆକବର ମାନହାନି ମକଦ୍ଦମା କରିଥିବାରୁ କୋର୍ଟ ପ୍ରିୟାଙ୍କୁ ଅଭିଯୁକ୍ତ ଭାବେ କୋର୍ଟରେ ହାଜର ହେବାକୁ ସମନ…

ଶୀତୁଆ ସନ୍ଧ୍ୟାରେ ଚାଉଳ ପକୁଡିର ମଜା

ଶୀତି ଦିନିଆ ସନ୍ଧ୍ୟାରେ ଘରେ ସାଧାରଣତଃ କିଛି ଗରମାଗରମ ଚଟପଟା ଖାଇବାକୁ ଅଧିକାଂଶଙ୍କର ଖୁବ୍ ଇଚ୍ଛା ହୁଏ। ଖାସ୍ ଏହି ଇଚ୍ଛାକୁ ଚାହିଁ ଆଜି ଆମେ ଆପଣଙ୍କୁ ଘରେ କିପରି ‘ଚାଉଳ ପକୁଡ଼ି’ ସହଜରେ ପ୍ରସ୍ତୁତ କରିପାରିବେ, ସେ ସମ୍ପର୍କରେ ଟିପ୍ସ୍ ଦେବୁ। ଆବଶ୍ୟକ ସାମଗ୍ରୀ: ଭାତ ଦୁଇ କପ୍, ସ୍ୱାଦ…

ପରଦାକୁ ଆସିଲା ‘ରୋମିଓ ଅକବରର ଟିଜର

ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ‘ରୋମିଓ ଅକବର ୱାଲଟର’ର ଟିଜର। ଗୋଟେ ମିନିଟ୍ ଓ ୨୩ ସେକେଣ୍ଡର ଏହି ଟିଜରରେ ଭରପୁର ରହସ୍ୟ ଓ ରୋମାଞ୍ଚ ଦେଖିବାକୁ ମିଳିଛି। ଟିଜରରେ ଭିନ୍ନ ଭିନ୍ନ ଲୁକରେ ନଜର ଆସୁଛନ୍ତି ଅଭିନେତା ଜନ୍ ଆବ୍ରାହିମ୍। ଫିଲ୍ମରେ ଜଣେ ଜଇଡ ଏଜେଣ୍ଟ କ୍ୟାରେକ୍ଟର ପ୍ଲେ କରୁଛନ୍ତି…

୫ବର୍ଷ ଦିଅ ବିକାଶ ଆଣିବୁ : ଅମିତ ଶାହା

ଆଜି ଓଡିଶା ଆସିଛନ୍ତି ଅମିତ ଶାହା । କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ ପୈତୃକ ଘରକୁ…

ଚୋରକୁ ଗୋଡ଼ାଇ ଧରିଲେ ମହିଳା କଣ୍ଡକ୍ଟର

ଭୁବନେଶ୍ୱର: ଏକ ଗ୍ୟାସ୍‌ ବୋଝେଇ ଅଟୋରୁ ସିଲିଣ୍ଡର ଚୋରି କରୁଥିବା ବେଳେ ମୋ’ ବସ୍‌ର ମହିଳା କଣ୍ଡକ୍ଟର ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଛନ୍ତି । ତାକୁ ନିସ୍ତୁକ ମାଡ଼ମାରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛନ୍ତି । ଧରା ପଡ଼ିଥିବା ଚୋରର ନାମ ମୋହନ ଦାସ(୨୪) । ଘର ଚନ୍ଦ୍ରଶେଖରପୁର ଥାନା…

ଯବାନଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁର: ଧର୍ମଶାଳା ବ୍ଲକ ନାଳକୂଳ ଗାଁରେ ଯବାନ ସୌମ୍ୟରଞ୍ଜନ ପରିଡ଼ାଙ୍କ ମୃତ୍ୟୁ । ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଅଭିଯୁକ୍ତକୁ ଗିରଫ ଦାବିରେ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଅବରୋଧ

ଏଟିଏମ୍‌ ଭଙ୍ଗାରୁଜା କରିବା ସହ ଲୁଟ୍‌ କଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର: ମାତିଲେ ଏଟିଏମ୍‌ ଲୁଟେରା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପାଖରେ ଥିବା ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମରେ ପଶି ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ଖବର ଜଣାପଡିବା ପରେ ଟାଉନ…