ନିର୍ବାଚନ ଲଢ଼ିବେନି ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ଏବଂ ବଲିଉଡ଼ ଅଭିନେତା ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ ସୋମବାର ଘୋଷଣା କରିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ । ପ୍ରିୟା କହିଛନ୍ତି, ସେ ନିଜ ପରିବାରକୁ ଅଧିକ ସୟମ ଦେବାକୁ ଚାହୁଁଛନ୍ତି । ଏଆଇସିସି ସଚିବ ପଦରୁ ମୁକ୍ତ ହେବାର…
