ନାଲ୍କୋ ସିଏସ୍ଆର୍ ଫଣ୍ଡରୁ ଆମ୍ବୁଲାନ୍ସ ପ୍ରଦାନ
ଅନୁଗୋଳ: ଅନୁଗୋଳସ୍ଥିତ ନାଲ୍କୋ ନବରନତ୍ କମ୍ପାନୀ ପକ୍ଷରୁ ସିଏସ୍ଆର୍ ପାଣ୍ଠିରୁ ପାରିପାର୍ଶ୍ୱିକ ଗ୍ରାମବାସୀଙ୍କ ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ନାଲ୍କୋର ଏସ୍ ଆଣ୍ଡ ପି କମ୍ପ୍ଲେକ୍ସରେ ନାଲକୋ ଇଡ଼ି ଆର୍.କେ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ…
