Odia News Portal
Monthly Archives

January 2019

ଯୁବ ବିଜେଡି ସଭାପତିଙ୍କ ଗାଡି ଉପରକୁ ବୋମାମାଡ଼

ଯାଜପୁର : ଯୁବ ବିଜେଡି ସଭାପତିଙ୍କୁ ବୋମାମାଡ଼ । ଯାଜପୁର ଧର୍ମଶାଳା ବ୍ଲକ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ ଉପରକୁ ବୋମାମାଡ଼ ହୋଇଛି । ତାଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ବୋମାମାଡ଼ରେ ପ୍ରସନ୍ନଙ୍କ କାର୍‌ର ସାମ୍ନା ପଟ କାଛ ଭାଙ୍ଗିବା ସହ…

ଭିଜା କିସମିସ୍ରେ ରହିଛି ଅନେକ ଫାଇଦା, ଜାଣନ୍ତୁ…

କିସମିସ୍ ଏପରି ଏକ ଫୁଡ୍ ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାଏ । ଏହା ଦେଖିବାକୁ ଆଖିପାଇଁ ବେଶ୍ ଛୋଟ ହୋଇପାରେ ହେଲେ ଏହା ଶରୀର ପାଇଁ ବହୁ ବଡ ବଡ କାମ କରିଥାଏ । ତେବେ କିସମିସକୁ ପାଣିରେ ଭିଜାଇ ଖାଇବା ଅତି ଲାଭଦାୟକ ହୋଇଥାଏ । ଏହି ଭିଜା କିସମିସ୍ରେ କ୍ୟାଲୋରୀ ପ୍ରଚୁର…

ଗଣତନ୍ତ୍ର ଦିବସରେ ଆତଙ୍କବାଦୀ ହମ୍ଲା, ୫ ଯବାନ ଟ୍ଟ

ଆଜି ସମଗ୍ର ଦେଶ ଶାନ୍ତି ଓ ପ୍ରେମରେ ଗଣତନ୍ତ୍ର ଦିବସ ପାଳୁଥିବା ବେଳେ ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି। ହିଂସା ଘଟାଇଛନ୍ତି ଆତଙ୍କବାଦୀ। ଶନିବାର ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ସିଆରପିଫ୍ର ୫ ଯବାନ ଗୁରୁତର ହୋଇଛନ୍ତି।…

ରିଲିଜ୍ ହେଲା ‘ଭାରତ’ର ଟ୍ରେଲର୍

ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଟିଜର୍ରେ ପୂରାପୂରି ଭାବେ ସଲମାନ ହିଁ ସଲମାନ ଦେଖିବାକୁ ମିଳିଛନ୍ତି। କୌଣସି ଅନ୍ୟ କଳାକାରଙ୍କ ଝଲକ ଦେଖିବାକୁ ମିଳିନାହିଁ। ଏପରିକି ଭାରତରେ ମୁଖ୍ୟ ଭୂମିକା ନିଭାଉଥିବା…

ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବରେ ରାଜ୍ୟପାଳଙ୍କ ଅଭିବାଦନ ଗ୍ରହଣ

୭୦ତମ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ସାରା ଓଡିଶା ଉତ୍ସବମୁଖର ହୋଇଉଠିଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲା, ସବଡିଭିଜନ ସମେତ ପୁରପଲ୍ଲୀରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନେଶ୍ୱର ଠାରେ ଅନୁÂିତ ରାଜ୍ୟସ୍ତରୀୟ ପ୍ୟାରେଡ୍ ଉସ୍ôବରେ ରାଜ୍ୟପାଳ…

ଏକାଠି ହୁଅ ଏମାଟି ପାଇଁ କାମ କର: ମୁଖ୍ୟମନ୍ତ୍ରୀ

ସମସ୍ତଙ୍କୁ ସାଙ୍ଗରେ ନେଇ ନୂଆ ଓଡିଶା ଗଠନ କରିବା ଏବଂ ଏ ମାଟି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି କଟକ ଠାରେ ଅନୁÂିତ ୭୦ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ସେ ତାଙ୍କ ଅଭିଭାଶଣରେ…

ପଦ୍ମଶ୍ରୀ ନେବେନି ଗୀତା ମେହେଟ୍ଟା

ଭୁବନେଶ୍ୱର () ପଦ୍ମଶ୍ରୀ ସମ୍ମାନକୁ ଅଗ୍ରାହ୍ୟ କଲେ ଗୀତା ମେହେଟା । ତାଙ୍କୁ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାର ଯୋଗ୍ୟ ବୋଲି ଭାବିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ସମ୍ମାନ ପାଇଁ ତାଙ୍କ ନାମ ଘୋଷଣାର ସମୟ ଠିକ ନୁହଁ ବୋଲି ସେ କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ…

ତୌରଙ୍ଗାର ମଜା ନେଲେ ଭାରତୀୟ ଖେଳାଳି

ନାପିଏରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଏକତରଫା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ତୌରଙ୍ଗାରେ ମଉଜ କରୁଥିବା ଦେଖିବାକୁ ମିଳିଛି। ଶନିବାରର ଦ୍ବିତୀୟ ଦିନିକିଆ ପାଇଁ ନାପିଏରରୁ ତୌରଙ୍ଗାର ମାଉଣ୍ଟ ମଙ୍ଗନୁଇଁ ଯିବା ବାଟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, କୁଲଦୀପ…

କଂଗ୍ରେସରେ ସାମିଲ ହେଲେ ପଞ୍ଚାନନ

ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ…

ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ୍ କରନ୍ତୁ ଏହି କାମ କରି, ଜାଣନ୍ତୁ…

ଝିଅମାନଙ୍କୁ ପୁରୁଷ ମାନଙ୍କର ଜୀବନଶୈଳୀ ବହୁତ ପସନ୍ଦ ଥାଏ। କିନ୍ତୁ ପୁରୁଷମାନେ ନିଜର ପର୍ସନାଲିଟୀକୁ ନେଇ ସେତିକି ଯତ୍ନଶୀଳ ନଥାନ୍ତି ଯେତିକି ମହିଳାମାନେ ଥାଆନ୍ତି। ପରିଚୟ କରିବା ପାଇଁ କାମ ସହିତ ବେଶଭୂଷା ମଧ୍ୟ ବହୁତ ଗୁରୁତ୍ବ ରଖିଥାଏ। ଡ୍ରେସିଙ୍ଗ୍ ଷ୍ଟାଇଲରେ ଟିକେ ବି ଅବହେଳା ଆପଣଙ୍କ…