Odia News Portal
Monthly Archives

February 2019

ଆଫଗାନିସ୍ତାନ ଲେଗ୍‌ ସ୍ପିନର୍‌ ରଶିଦ୍‌ ଖାନ୍‌ ରଚିଲେ ଇତିହାସ : କ’ଣ ଆସନ୍ତୁ ଜାଣିବା

ଡେରାଡୁନ୍‌ : ଆଫଗାନିସ୍ତାନ ଲେଗ୍‌ ସ୍ପିନର୍‌ ରଶିଦ୍‌ ଖାନ୍‌ ଡେରାଡୁନ୍‌ରେ ଅନୁଷ୍ଠିତ ଆୟର୍ଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରଶିଦ୍‌ ବିଶ୍ୱର ପ୍ରଥମ ବୋଲର ଭାବେ ଲଗାତାର ୪ଟି ବଲ୍‌ରେ ୪ ୱିକେଟ୍‌ ନେଇ ଇତିହାସ ରଚିଛନ୍ତି। …

କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା : ମୁଖ୍ୟମନ୍ତ୍ରୀ

ନୂଆପଡା : ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡାରେ ୨୪୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନୂଆପଡାରେ ୨୩୭ କୋଟି ୩୫ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପ ଉଦଘାଟନ ଓ…

ବାହାନଗାରେ ସଡ଼କ ଦୁର୍ଘଟଣା : ୧୦ ଯାତ୍ରୀ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ଦୁର୍ଘଟଣା ଯୋଗୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ ଅଭଣାରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ବସ୍‌ ବଗଦା ଆଳଦା ସୀମାରେ ଓଲଟି ପଡ଼ିଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ଆହତ…

ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର !

ଭଦ୍ରକ : ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର । ଭଦ୍ରକ ଜିଲ୍ଳା ବାଂଶଡା ଥାନା ତୋଟାପଡା ଅଂଚଳର ଘଟଣା । ବାଂଶଡା ଥାନା ତୋଟାପଡା ଅଞ୍ଚଳର ପୂର୍ବତନ ସରପଞ୍ଚ ଭାସ୍କର ଜେନା ଏକ ଘରୋଇ କଳିର ଆପୋଷ ସମାଧାନ କରିବାକୁ ବାଂଶଡା ଥାନା ଯାଇଥିଲେ । ଥାନାରେ ପୋଲିସ ଉପସ୍ଥିତିରେ ସମାଧାନ ମଧ୍ୟ ହୋଇଥିଲା ।…

ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ

ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମରେ । ଗ୍ରାମର ବଳରାମ ସାହୁଙ୍କ ପୁଅ ଗଣେଶ୍ବର ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ…

ଏହି ରାଶିର ବ୍ୟକ୍ତି ପ୍ରେମରେ ହୋଇଥାନ୍ତି ରୋମାଣ୍ଟିକ୍

ଜ୍ୟୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା, ରାଶି ଅନୁସାରେ ବ୍ୟକ୍ତିଙ୍କ ପ୍ରେମ ଓ ପ୍ରଣୟର ସମ୍ପର୍କ କେମିତି ଥାଏ। ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ସାହସ, ଆତ୍ମବିସ୍ୱାସ, ଓ ଦୃଢ଼ ଇଚ୍ଛା ଶକ୍ତି ଭରପୂର ଥାଏ। ବନ୍ଧୁତା ହେଉ କି…

ଟଙ୍କା ନେଇ ଠକିଦେଲେ ଏହି ଅଭିନେତ୍ରୀ

ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ମୁରାଦାବଦରେ ଠକେଇ ଅଭିଯୋଗ ହୋଇଛି।ସୋନାକ୍ଷୀ ଟଙ୍କା ନେଇ ଏକ ଇଭେଣ୍ଟକୁ ଆସି ନଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୫ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ସୂଚନା ଅନୁଯାୟୀ ସୋନାକ୍ଷୀ ଆଡ଼ଭାନ୍ସ ନେଇ…

ପୁଲ୍ଓ୍ଵାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ରହସ୍ୟର ପର୍ଦ୍ଦାଫାସ୍ କରିବାର ନିକଟତର ହେଲାଣି ତଦନ୍ତକାରୀ ସଂସ୍ଥା ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)। ଏହି ବ୍ୟାପକ ଆକ୍ରମଣ ଅଭିଯାନରେ ସ୍ଥାନୀୟ ସହଯୋଗୀ ଆଦିଲ୍ ଅହମଦ୍ ଦରଙ୍କ ସମେତ ଜୈଶ୍-ଏ-ମହମ୍ମଦର ଚାରି କିମ୍ବା ପାଞ୍ଚ ଜଣ…

ଓଡିଆ ପରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ

ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି । ସେଟ ଏର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସେହିପରି…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ବଢିଲା ମହଙ୍ଗା ଭତ୍ତା ।…