Odia News Portal
Monthly Archives

February 2019

୧୦ ତାରିଖସୁଦ୍ଧା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଆସନ୍ତା ୧୦ ତାରିଖସୁଦ୍ଧା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ପିସିସି ସୂତ୍ରରୁ ସୁଚନା ମିଳିଛି । କଂଗ୍ରେସର ମିଶନ ୨୦୧୯ ପାଇଁ ପ୍ରାର୍ଥୀ ଚୟନ ଚୁଡାନ୍ତ କରିବା ଲାଗି ଓଡିଶା ଗସ୍ତରେ ଆସିଥିବା ଏଆଇସିସି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ଭି.…

ରାୟଗଡ଼ା ପରିବର୍ତ୍ତେ ଜୟପୁରରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଆଜି ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରୁଥିବା ବିମାନଟି ଲାଞ୍ଜିଗଡ଼ ଠାରେ ଅବତରଣ କରି ନପାରିବାରୁ ଜୟପୁର ଠାରେ ଅବତରଣ କରିଛି। ସେଠାରୁ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ହେଲିକପ୍ଟର୍ ଯୋଗେ ରାୟଗଡ଼ା ଯାତ୍ରା କରିଛନ୍ତି । ସେଠାରେ ଆୟୋଜନ କରାଯାଇଥିବା ଏକ ମହିଳା…

ଜନଜାତି କଳା ଓ ସଂସ୍କୃତିର ଆମର ଗୌରବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେସିଂ ଜରିଆରେ 9ଟି ଜନଜାତି ବହୁଳ ଜିଲ୍ଲାର ସ୍ବତନ୍ତ୍ର ବିକାଶ ପରିଷଦ ଅଂଚଳରେ 3 ହଜାର ପବିତ୍ର ପୂଜାସ୍ଥଳୀ ଓ 400 ଜନଜାତି ସଂସ୍କୃତି କ୍ଲବ ଉଦଘାଟନ କରିଛନ୍ତି । େହି ଅବସରରେ 9ଟି ପରିଷଦର ଜନଜାତି ବର୍ଗର…

ବରଗଡରେ ଦୂର ହେବ ପାନୀୟ ଜଳ ସମସ୍ୟା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ବରଗଡ ପୌରଞ୍ଚଳ ପାଇଁ ଦୈନନ୍ଦିନ 19.50 ମିଲିୟନ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାଦ୍ବାରା ଆଗାମୀ 15 ବର୍ଷ ପାଇଁ ବରଗଡର ପାନୀୟ ଜଳ ଆବଶ୍ୟକତା ପୂରଣ ହୋଇପାରିବ…

ପାକିସ୍ତାନରେ ଆକ୍ରମଣ ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ

ପାକିସ୍ତାନରେ ଆକ୍ରମଣ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠନିକ ଭାବେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରିଛି । ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର କଂଟ୍ରୋଲ ରୁମରେ ଏହି ଆକ୍ରମଣ କରାଯାଇଥିବା କୁହାଯାଇଛି । ଭାରତୀୟ ବାୟୁସେନାର ଏହି ଆକ୍ରମଣରେ ଜୈଶର…

ବଦଲା ନେଲା ଭାରତ

ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି। ଆଜି ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର…

ବାୟୁସେନାକୁ ମୁଖ୍ୟମନ୍ତ୍ରୀଙ୍କ ସାଲ୍ୟୁଟ

ପିଓକେ ଆତଙ୍କବାଦୀ ଆଡ୍ଡା ଉପରେ ବାୟୁସେନାର ଆକ୍ରମଣକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାୟୁ ସେନାର ଏପରି ସାହସିକତା ପାଇଁ ଧନ୍ୟବାଦ ଜଣାଇବା ସହ ବାୟୁସେନାରେ ପାଇଲଟଙ୍କୁ ସାଲ୍ୟୁଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି ‘ଆମ…

ଓଡ଼ିଶାକୁ ମିଳିଲା ବେଷ୍ଟ ଫେଷ୍ଟିଭାଲ୍‌ ଡେଷ୍ଟିନେସନ୍‌ ଆଓ୍ଵାର୍ଡ

ଭୁବନେଶ୍ବର : ଓଡ଼ିଶାକୁ ମିଳିଲା ବେଷ୍ଟ ଫେଷ୍ଟିଭାଲ୍‌ ଡେଷ୍ଟିନେସନ୍‌ ଆଓ୍ଵାର୍ଡ। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଡିଆ ଟୁଡ଼େ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପୁରସ୍କାର ଗ୍ରହଣ…

ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ

କୋରାପୁଟ : ଭୋଜିରେ ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ । କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ଏକ ବିବାହ ଭୋଜିର ବଳକା ଖାଦ୍ୟକୁ ପରଦିନ ଗ୍ରାମବାସୀମାନେ ଖାଇଥିଲେ । ଖାଇବା ପରେ ହଠାତ ସେମାନେ ଅସୁସ୍ଥ ହୋଇପଡିଥିଲେ । ମୁଣ୍ଡବୁଲାଇବା ସହ ଅନେକଙ୍କର ବାନ୍ତି ହୋଇଥିଲା । ତୁରନ୍ତ…

କଳିଙ୍ଗ ଷ୍ଟାଡିୟମ୍‌ରେ ୪ଟି ହାଇପର୍ଫମାନ୍ସ ସେଣ୍ଟରର ଉଦ୍‌ଘାଟନ

ଭୁବନେଶ୍ବର, ( ଚକ୍ରଧର ମାଝି  ) : ରାଜ୍ୟରେ ଉଦଘାଟିତ ହେଲା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟର । ୪ଟି ହାଇ ପରଫରମାନ୍ସ ସେଣ୍ଟର ସହ ଏକ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟରକୁ ଉଦଘାଟନ କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଓଡ଼ିଶାକୁ ପ୍ରଶଂସା କରିଥିଲେ ପୂର୍ବତନ କ୍ରିକେଟର…