Odia News Portal
Monthly Archives

February 2019

୩ ଶିଶୁଙ୍କୁ ଚେଙ୍କ

କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳରେ ପୁଣି ୩ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ସମ୍ପର୍କରେ ଖବର ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ୨୮ଦିନର ଶିଶୁକନ୍ୟା ଚେଙ୍କ ଯୋଗୁ ଗୁରୁତର ହୋଇ ଚିକିସ୍ôା ପାଇଁ ହସପିଟାଲରେ ଭର୍ତ୍ତୀ ହୋଇଛି । ବିମଳା ପଂଚାୟତ ଅନ୍ତର୍ଗତ ଟାଙ୍ଗିରି ଯୁଆଙ୍ଗ ଗ୍ରାମରେ ଏଭଳି…

ଆଦିବାସୀ ଅଧିକାର ପାଇଁ ପୁରୀରେ ଜନଜାତି ଏକାଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଠାରେ କାଳିଆ ସମାବେଶ କରି ଚାଷୀ ମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ଉଦ୍ୟମ କରିବା ପରେ ଏବେ ବିଜେପି ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆଦିବାସୀ ଭୋଟର ମାନଙ୍କୁ ଏକାଠି କରିବା ପାଇଁ ପ୍ରୟାଶ ଆରମ୍ଭ କରିଛି । ସେଥିପାଇଁ ଆଜି ପୁରୀ ଠାରେ ରାଜ୍ୟ ବିଜେପି ପକ୍ଷରୁ…

ଆପୋଲୋ ହସପିଟାଲ ଅଗ୍ନିକାଣ୍ଡର ତଦନ୍ତ ନିଦେ୍ର୍ଧଶ

ଭୁବନେଶ୍ୱର ଆପୋଲୋ ହସପିଟାଲରେ ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତ କରିବାକୁ ଅଗ୍ନିଶମ ବିଭାଗ ଡିଜି ବିକେ ଶର୍ମା ନିଦେ୍ର୍ଧଶ ଦେଇଛନ୍ତି । ଏହି ହସପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ ତାର ତଦନ୍ତ କରିବାକୁ କେନ୍ଦ୍ରାଂଚଳ ରେଂଜ ଫାୟାର ଅଫିସରଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି…

୬ମାସ ବଢିଲା ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ

ରାଜ୍ୟ ସରକାର ଚିଟଫଣ୍ଡ ବ୍ୟାପାରରେ ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳ ଆଜି ଆଉ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ଚଳିତ ମାସ ୪ତାରିଖରେ ଚିଟଫଣ୍ଡ କମିଶନ ଜଷ୍ଟିସ ଏମଏମ ଦାସ ଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ବର୍ତ୍ତମାନସୁଧା ତଦନ୍ତ କାର୍ଯ୍ୟଶେଷ ହୋଇନଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ…

ପୁରୀରେ ବିଜେପିର ଦୁଇ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆରମ୍ଭ

ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍‌ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସହ ଦେଶର ପ୍ରମୁଖ ଆଦିବାସୀ…

ଦୁଃଖର ସାଥି ବିଜୁ ଯୁବ ବାହିନୀ ! ମୃତ୍ୟୁ ପରେ କେହି ଉଠାଇବାକୁ ଆସିଲେନି ମୃତଦେହ, ଶବଦାହ କଲା ବିଜୁ ଯୁବ ବାହିନୀ

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ମତ୍ୟୁ ପରେ ଶବଦାହ କରିବା ତ ଦୂରର କଥା କାନ୍ଧରେ ବୋହି ମଶାଣିକୁ ନେବାକୁ କେହି ଆସି ନ ଥିଲେ। ଏପରିସ୍ଥଳେ ବିଜୁ ଯୁବ ବାହିନୀର ସଦସ୍ୟମାନେ ମୃତଦେହକୁ ମଶାଣୀକୁ ନେଇ ଦାହ…

୧୦ ଘଣ୍ଟା ପଡ଼ିରହିଲା ନାତିର ଶବ ! ଟଙ୍କା ନଥିଲା ବୋଲି ଜଗି ବସିଲା ଆଈ

ଚମ୍ପୁଆ: ପାଖରେ ଟଙ୍କା ନଥିଲା । ପରିବାର ଲୋକଙ୍କର ବି ଦେଖାନଥିଲା । ନାତିର ମୃତ ଦେହ ପାଖରେ ପ୍ରାୟ ୧୦ ଘଣ୍ଟା ଧରି ସେମିତି ଗୁମ୍‌ ହୋଇ ବସି ରହିଥିଲା ଆଈ ବୁଢୀ । କାହାକୁ କିଛି କହୁନଥିଲା । କେବଳ ଭାଗ୍ୟକୁ ନିନ୍ଦି କାନ୍ଦୁଥିଲା । ଏମିତି ଦୁଃଖଦ ଦୃଶ୍ୟ ଦେଖିଲେ ଯାହାରବି ଆଖିରୁ ଲୁହ…

ପୋଲ ତଳେ ପୁଳା ପୁଳା ମେଡିସିନ୍‌

ନୟାଗଡ଼ : ପୋଲ ତଳେ ପୁଳା ପୁଳା ମେଡିସିନ୍‌ । ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳୁ ମେଡିସିନ୍‌ ମିଳିଛି । ବିପୁଳ ପରିମାଣର ମେଡିସିନ୍‌ ପୋଲ ତଳେ ଖତ ଖାଉଛି । ତେବେ କିଏ ଓ କାହିଁକି ଏତେ ମେଡସିନ୍‌ ପକାଇଛି, ତାହା ଜଣାପଡ଼ିନାହିଁ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା ।…

ପୁରୀରେ ସାମ୍ୱାଦିକଙ୍କୁ ଆକ୍ରମଣ

ପୁରୀ: ପୁଣି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, ପାରାଦୀପ ପରେ ଏଥର ପୁରୀରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସାମ୍ୱାଦିକ। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଚାରିଜଣ ଦୁର୍ବୁତ୍ତ କାଠଫାଳିଆରେ ସାମ୍ୱାଦିକଙ୍କୁ…

ପୁଣି ମାତିଲେ ମାଓବାଦୀ : କ୍ୟାମ୍ପ୍‌ରେ ଗାଡି ପୋଡି, ଗୁଳିମାଡରେ ଜଣେ ଶ୍ରମିକ ମୃତ, ୨ ଗୁରୁତର

ରାଉରକେଲା: ପୁଣି ଥରେ ମାଓବାଦୀଙ୍କ ବର୍ବର କାଣ୍ଡ । ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ସୋମରା ଗାଁରେ  ଏକ ଠିକା ସଂସ୍ଥାର କ୍ୟାମ୍ପ ଉପରେ ଆକ୍ରମଣ  କରି ମାଓବାଦୀମାନେ ପୋଡ଼ାଜଳା ଓ ଗୁଳିମାଡ଼ କରିଛନ୍ତି । ମାଓବାଦୀଙ୍କ ଆକ୍ରମଣରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ରୁ ଅଧିକ ଗାଡ଼ି…