Odia News Portal

୩ ଶିଶୁଙ୍କୁ ଚେଙ୍କ

କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳରେ ପୁଣି ୩ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ସମ୍ପର୍କରେ ଖବର ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ୨୮ଦିନର ଶିଶୁକନ୍ୟା ଚେଙ୍କ ଯୋଗୁ ଗୁରୁତର ହୋଇ ଚିକିସ୍ôା ପାଇଁ ହସପିଟାଲରେ ଭର୍ତ୍ତୀ ହୋଇଛି । ବିମଳା ପଂଚାୟତ ଅନ୍ତର୍ଗତ ଟାଙ୍ଗିରି ଯୁଆଙ୍ଗ ଗ୍ରାମରେ ଏଭଳି ଅଭବନୀୟ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।