Odia News Portal
Monthly Archives

May 2019

ଫୋନି’ ପାଇଁ +୨ ମୂଲ୍ୟାୟନ ବନ୍ଦ ରହିବ

ବାତ୍ୟା ‘ଫୋନି’ ପାଇଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କାଲିଠୁ +୨ ମୂଲ୍ୟାୟନ ବନ୍ଦ ରହିବ। କିନ୍ତୁ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ୪ ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏ ନେଇ ସୂଚନା ଦେଇଛନ୍ତି CHSE ଉପପରୀକ୍ଷା…

ଫୋନି ପାଇଁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରଣ

ଭୁବନେଶ୍ବର()   ସାରା ବିଶ୍ୱର ନଜର ବାତ୍ୟା ଫୋନି ଉପରେ ରହିଛି । ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଛି । ତେବେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାଳୟରେ ୨୪ ଘଂଟିଆ କଣ୍ଟ୍ରୋଲ ରୁମ ଚାଲିଛି । ଲୋକଙ୍କ…

କାଲି ଦିନ ୧୦ଟାରୁ ୧୨ଟା ସୁଦ୍ଧା ପୁରୀରେ ଲ୍ୟାଣ୍ଡଫଲ କରିବ ଫନୀ

ଭୁବନେଶ୍ବର () ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୫କିମି ବେଗରେ ପୁନଶ୍ଚ ଉତର-ଉତରପୂର୍ବ ଦିଗରେ ଗତିକରି ଗୁରୁବାର ପୂର୍ବାହ୍ନ 1.30 ସୁଦ୍ଧା ପୁରୀଠାରୁ 330 କିମି ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପାଟଣାଠାରୁ 180 କିମି ଦକ୍ଷିଣ-ଦକ୍ଷିଣପୂର୍ବ କେନ୍ଦ୍ରିଭୂତ ରହିଛି । ଏହା…

ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ, ଆତଙ୍କିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ଆସନ୍ତାକାଲି ସକାଳ 10ଟାରେ ଓଡିଶା ଉପକୂଳକୁ ଛୁଇଁବ ବାତ୍ୟା । ଏଥିପାଇଁ ଉପକୂଳ ଜିଲ୍ଲାଗୁଡିକରେ ଲୋକେ ଭୟଭିତ ହୋଇପଡିଥିବା ବେଳେ ସୁରକ୍ଷା ପାଇଁ ସ୍ଥାନ ଖୋଜୁଛନ୍ତି । ଏଭଳିସ୍ଥିତିରେ ଭୟଭିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ  ପରାମର୍ଶ ଦେଇଛନ୍ତି । ସେ…

ଚେନ୍ନାଇ ସୁପର କିଙ୍ଗସ ୮୦ ରନରେ ବିଜୟୀ

ଚେନ୍ନାଇ : ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ୱିକେଟ ଆଗରେ ଏବଂ ୱିକେଟ ପଛରେ ଜବରଦସ୍ତ ପ୍ରଦର୍ଶନ ଏବଂ ଇମରାନ ତାହିରଙ୍କ ନେତୃତ୍ୱରେ ସ୍ପିନରଙ୍କ ପ୍ରଶଂସନୀୟ ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗସ ବୁଧବାର ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୦ ରନରେ ପରାସ୍ତ କରି ଇଣ୍ଡିଆନ ପ୍ରିମିୟର ଲିଗ…

୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ବାତ୍ୟାର ରୂପ ଧାରଣ କରି ଉଗ୍ର ହୋଇ ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…

ଡାକ୍ତର ଓ କର୍ମଚାରୀମାନଙ୍କର ଛୁଟି ବାତିଲ

ଭୁବନେଶ୍ବର () ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ବାସ୍ଥ୍ୟସେବା ବଜାୟ…

‘ଫୋନି’ ପାଇଁ ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ

‘ଫୋନି’ ପାଇଁ ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ । ପୁରୀଠାରୁ ୬୨୦ କି.ମି. ଦୂରରେ ଥିବା ବେଳେ ୩ ତାରିଖ ଅପରାହ୍ଣରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ସମ୍ଭାବ୍ୟ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫୋନିର…

ଆସୁଛି ‘ଫୋନି’ , ବଢୁଛି ଇଭିଏମ ସୁରକ୍ଷା ଚିନ୍ତା

ଭୁବନେଶ୍ବର() ଇଭିଏମରେ ସୁରକ୍ଷା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦ୍ଖଳ ସମ୍ମିଳନୀ । କିଭଳି ସୁରକ୍ଷିତ ରଖାଯିବ ଇଭିଏମ ସେନେଇ ସିଇଓ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଥିବା ଜିଲ୍ଲା ଗୁଡ଼ିର କିଛି ସ୍ଥାନରେ ଇଭିଏମକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଆସିଛି । ଏନେଇ ମୁଖ୍ୟ…

ମାଡିଆସୁଛି ‘ଫୋନି’ , ଆଶଙ୍କାରେ ଓଡିଶା

ଭୁବନେଶ୍ବର() ସାମୁଦ୍ରିକ ଝଡ ‘ଫୋନି’ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟ୍ରମରେ ପରିଣତ ହୋଇ ଏବେ ପୁରୀ ମୁହାଁ ହୋଇଛି ।ପୁରୀଠାରୁ ୬୬୦ କିଲୋମିଟର ଦୂରରେ ରହିଛି ‘ଫୋନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ…