Odia News Portal
Monthly Archives

June 2019

ଅପରାଜେୟ, ଇଣ୍ଡିଜ୍‌କୁ ୧୨୫ ରନ୍‌ରେ ହରାଇ ଭାରତ

ମାଞ୍ଚେଷ୍ଟର : ବଢ଼ିଆ ବୋଲିଂ କରି ଆଜି ବିଶ୍ୱକପ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ଅତି ଶୋଚନୀୟ ଭାବେ ୧୨୫ ରନ୍‌ରେ ହରାଇଛି ଭାରତ । ୨୬୯ ରନ୍‌ର ପିଛା କରିଥିବା ଇଣ୍ଡିଜ୍‌ ଦଳ ୧୪୩ ରନ୍‌ (୩୪.୧ ଓଭର)ରେ ଅଲ୍‌ଆଉଟ୍‌ ହୋଇଛି । ସବୁ ଭାରତୀୟ ବୋଲର୍‌ ଚମତ୍କାର ବୋଲିଂ କରିଥିଲେ । ମହମ୍ମଦ ସାମି ପୁଣି…

ଫନି କ୍ଷୟକ୍ଷତି ୯୩୩୬.୨୭ କୋଟି, ମିଳିଛି ୭୮୮.୮୭୫ କୋଟି ଟଙ୍କା

ଭୁବନେଶ୍ୱର ()  ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଅ ।ଦି ବ୍ୟକ୍ତିଗତ ସଂପତ୍ତିର ପରିମାଣ ମୋଟ ୯୩୩୬.୨୭ କୋଟି ଟଙ୍କା ଅ ।କଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ…

ନାଗରିକଙ୍କୁ ଉତମ ଆଚରଣ ଦେଖାଇବା ଦ୍ୱାରା ସେମାନଙ୍କ କଷ୍ଟ ଅଧା କମିଯିବ

ଭୁବନେଶ୍ୱର()   ରାଜ୍ୟର ବୃହତମ ସ୍ୱାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମରେ ଯୋଗ ଦେଇଛନ୍ତି ନୂଆ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ା କାର୍ଯ୍ୟରେ ଯୋଗ ଦେବାକ୍ଷଣି ସବୁବର୍ଗର ନାଗରିକ ମାନଙ୍କପାଇଁ ଉତମ ଏବଂ ତ୍ୱରିତ ସେବା ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି ନୂଆ କମିଶନର । ପ୍ରକି୍ରୟାଗତ ସରଳତା…

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର ()   ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ…

ସାମ୍ବାଦିକ ହତ୍ୟାକାଣ୍ଡ ମାମଲା, ୫ ଅଭିଯୁକ୍ତଙ୍କୁ ଆଜୀବନ

ଖଲ୍ଲିକୋଟ()   ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ୟ୍ୟ ହତ୍ୟାକାଣ୍ଡ ମାମଲାରେ ଆଜି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ କୋର୍ଟରେ ରାୟ ପ୍ରକାଶ ପାଇଛି । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୧୪ ମେ ୨୭ ତାରିଖରେ ଗଳାକାଟି ହତ୍ୟା କରିଥିଲେ ଏହି…

୩ ନର୍ସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ

ମାଲକାନଗିରି()  ମାଲକାନଗିରି ଜିଲ୍ଲା ସଦର ହସପିଟାଲର ଝଘଉଟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଟିକଟକ ଭିଡିଓ ସୁଟିଂ କରୁଥିବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକ୍ିତ୍ସାଧିକାରୀ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଟିକଟକ ଭିଡିଓ ସୁଟ କରୁଥିବା ୩ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି…

ବିଧାନସଭା ଉପବାଚସ୍ପତି ହେଲେ ରଜନୀକାନ୍ତ

ଭୁବନେଶ୍ୱର()   ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ବିଜେଡି ବିଧାୟକ ରଜନୀକାନ୍ତ ସିଂହ । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଖରୀ…

ପାସୱାର୍ଡ ନଥିଲେ ମଧ୍ୟ ବ୍ୟବହାର କରିପାରିବେ ଯେ କୌଣସି ୱାଇଫାଇ, ଆସନ୍ତୁ ଜାଣିବା …

ଇଣ୍ଟରନେଟ ଦୈନଦିନ ଜୀବନରେ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି କାରଣ ଏହା ଦ୍ବାରା ଅଧିକାଂଶ କାମ ସୁବିଧାରେ ହେଇପାରୁଛି। ଘରୁ ବା ଅଫିସ୍‌ରେ ରହି ବାହାର କାମ କରିବା ଓ ବାହାରେ ରହି ଘର ବା ଅଫିସ କାମ କରିବାର ସୁବିଧା କେବଳ ଇଣ୍ଟରନେଟ୍‌ ଦ୍ବାରା ସମ୍ଭବ। ଇଣ୍ଟରନେଟ୍‌ ମାଧ୍ୟମରେ…

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନବରଙ୍ଗପୁରର ପରିଚୟ ମହମ୍ମଦ ବାଜି ଆଉ ନାହାନ୍ତି

ନବରଂଗପୁର : ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ଆଜି ପରଲୋକ ଘଟିଛି । ନବରଂଗପୁରସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା ।

ଆତତାୟୀଙ୍କ ଗୁଳିମାଡରେ ହରିୟାଣା କଂଗ୍ରେସ ପ୍ରବକ୍ତା ବିକାଶ ଚୌଧୁରୀ ନିହତ

ଫରିଦାବାଦ : ହରିୟାଣା ଫରିଦାବାଦରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ଆଜି ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସେକ୍ଟର-୯ ଅଞ୍ଚଳର ଆକ୍ରମଣକାରୀ ବିକାଶଙ୍କୁ ୧୦ଟି ଗୁଳି କରି ହତ୍ୟା କରିଛନ୍ତି । ଗୁଳି କରିବା ପରେ ତୁରନ୍ତ ବିକାଶଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…