୧୧.୩୦ ପର୍ୟ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ() ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପ୍ରବଳ ଲୋକ ଭିଡ଼ ହୋଇଥିବା ହେତୁ ବଢିଲା ନବଯୌବନ ଦର୍ଶନ ଅବଧି । ଦର୍ଶନ ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ାଇ ଦିଆଯାଇଛି। ୪ଟା ପରିବର୍ତ୍ତେ ରାତି ସାଢେ ୧୧.୩୦ ଯାଏଁ ଶ୍ରୀଜିଉ ଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ…
