Odia News Portal
Monthly Archives

July 2019

ଭଡା ଘରୁ ୮ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ : ଜଣେ ଗିରଫ

ଭୁବନେଶ୍ବର : ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରୁ ୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । କୋଳଥିଆର ଏକ ଭଡା ଘରୁ ଜବତ ଏତେ ମାତ୍ରରେ ଗଂଜେଇ ଜବତ ହୋଇଛି । ମାମଲାରେ ଜଣେ ଗିରଫ ହୋଇଛି । କୌଣସି ସୂତ୍ରରୁ ସୂଚନାପାଇଁ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଗଞ୍ଜେଇ ଚୋରା ଚାଲାଣ…

ଅଟକିଲା ଵିଜୟ ରଥ, ଇଂଲଣ୍ଡ ଠାରୁ ହାରିଗଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍ : ବିଶ୍ବକପରେ ଆଜି କଡ଼ା ସଂଘର୍ଷ କରି ଇଂଲଣ୍ଡ ଠାରୁ ହାରିଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ୩୧ ରନରେ ଜିତି ସେମିଫାଇନାଲରେ ପ୍ରବେଶ ଆଶକୁ ଉଜ୍ଜୀବିତ କରିଛି । ୩୩୮ ରନର ବଡ଼ ସ୍କୋର ପିଛା କରି ଭାରତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୬ ରନ୍ କରିପାରିଛି । ୩୫ ଓଭର ବେଳକୁ ଭାରତ ୨ ୱିକେଟରେ…