Odia News Portal
Monthly Archives

August 2019

ଡାଇବେଟିସ ରୋଗ ଦୂର କରେ ଏହି ଫୁଲ

ଅରଖଫୁଲରେ ରହିଛି ଅନେକ ଔଷଧୀୟ ଗୁଣ । ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ଡାଇବେଟିସ୍ ଆଦି ରୋଗକୁ ଭଲ କରିଥାଏ । ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ଅରଖଗଛର ଫୁଲକୁ ଶୁଖାଇ ଏହାକୁ ଗୁଣ୍ଡ କରି କିଛି ଦିନ ନିୟମିତ ଖାଇଲେ ଅନେକ ସୁଫଳ…

ଭାଇରାଲ୍ ହେଉଛି ନୋରାଙ୍କ ଭିଡିଓ

 ମୁମ୍ବାଇ ()  ଚର୍ଚ୍ଚାରେ ବେଲି ଡ୍ୟାନ୍ସରେ ସମସ୍ତଙ୍କ ମନ ଜିତି ଥିବା ବଲିଉଡ୍ର ଦୀଲ୍ବର୍ ଗର୍ଲ ନୋରା ଫତେହି । ନିକଟରେ ନୋରାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହୋଇଛି। ଏହି ଭିଡିଓରେ ନୋରା ଏକ ଲେମନ୍ ୟେଲୋ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ଏଥିରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଆଉ ନିଜ…

ଖୁବଶୀଘ୍ର ପରଦାକୁ ଆସିବ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’

ମୁମ୍ବାଇ ()  ଆଗକୁ ପରଦାକୁ ଆସିବ ପରିଣୀତି ଚୋପ୍ରାଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ । ଏହି ସିନେମା ୨୦୧୫ର ବେଷ୍ଟ ସେଲର ବୁକ୍ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ଉପରେ ଆଧାରିତ। ଏହି ସିନେମା ହଲିଉଡ ଅଭିନେତ୍ରୀ ଏମିଲି ବ୍ଲଣ୍ଟଙ୍କ ସିନେମାର ହିନ୍ଦୀ ରିମେକ । ଏବେ ପରିଣୀତି ଚୋପ୍ରା…

ସ୍ବଚ୍ଛତା ଏବଂ ସମୟୋଚିତ ଅଫିସର ଆଶୀଷ ସିଂହ

ଭୁବନେଶ୍ବର () ଓଡିଶାର ସାଂସ୍କୃତିକ ରାଜଧାନୀ ପୁରୀକୁ ନେଇ ଦେଶବାସୀଙ୍କ ହୃଦୟରେ ରହିଛି ସ୍ବତନ୍ତ୍ର ସ୍ଥାନ । ଦେଶର ଅନ୍ୟତମ ପୂରାତନ ସହର ହୋଇଥିବା ବେଳେ ବିଶ୍ବସ୍ତରରେ ଏହାର ରହିଛି ସ୍ବାତନ୍ତ୍ରତା । ଏବେ ରାଜ୍ୟ ସରକାର ଏହି ସହରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ…

ଦାମୀ ଆଇଟମ୍ ଗାର୍ଲ ସନୀ ଲିୟନୀ

ମୁମ୍ବାଇ ()ସମଗ୍ର ବିଶ୍ବରେ ଲୋକେ ସନୀ ଲିୟନୀ ଙ୍କ ବୋଲ୍ଡନେସ ପାଇଁ ପାଗଳ। ବଲିଉଡରେ ସନୀ ଓରଫ କରନଜୀତ କୌର ଭୋରା ଜଣେ ଆଗ ଧାଡିର ନାୟୀକା । ଅଧିକାଂଶ ଫିଲ୍ମରେ ଆଇଟମ୍ ଡାନ୍ସର କରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ସନୀ । କେବେ କେବେ ଫିଲ୍ମ ଧମାଲ ନକଲେ ମଧ୍ୟ ସନୀଙ୍କ ଆଇଟମ୍ ଡାନ୍ସ…

ଚାରୋଟି ଭାଷାରେ ରିଲିଜ ହେବ ଦବଙ୍ଗ ୩

ମୁମ୍ବାଇ ()  ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ ୩ । ସଲମାନ ଟ୍ୱିଟ୍ କରି ଫିଲ୍ମର ରିଲିଜ ହେବା ନେଇ ସ୍ଫଷ୍ଟ କରାଇଛନ୍ତି । ପ୍ରଭୂଦେବା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ସଲମାନ ଖାନ ଓ ଅରବାଜ ଖାନଙ୍କ ପ୍ରଡକ୍ସନ ହାଉସ୍ ଏହାକୁ ପ୍ରଡ୍ୟୁସ୍…

୩୦ ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକ ତାଲିକା ଘୋଷଣା

ଭୁବନେଶ୍ବର()  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତନ ଜିଲା ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ.. ନବରଙ୍ଗପୁରରେ ସଞ୍ଜୟ କୁମାର ଦାସବର୍ମା, ରାୟଗଡ଼ାରେ ସଞ୍ଜୟ କୁମାର ଦାସବର୍ମା, କୋରାପୁଟରେ ଚନ୍ଦ୍ରସାରଥୀ…

କାଲିଠାରୁ ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଆସନ୍ତାକାଲିଠାରୁ କେତେକ ଜିଲ୍ଲାରେ ଅତି ପ୍ରବଳ ଓ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କାଲିଠୁ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ, ଯାଜପୁର,…

ଜନ୍ମାଷ୍ଟମୀ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ସନ୍ଧ୍ୟା ୬ରୁ ରାତି ୧୧ ଯାଏଁ ବନ୍ଦ

ଭୁବନେଶ୍ୱର()  ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସାରା ଦେଶରେ ପାଳନ କରାଯାଉଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ…

ବଲିଉଡକୁ ଏଣ୍ଟ୍ରି ମାରିଲେ ରାନୁ

ମୁମ୍ବାଇ()   ଷ୍ଟେସନ ପ୍ଲାଟଫର୍ମରେ ଗୀତ ଗାଇ ସୋସାଲ ମିଡିଆରେ ରାତାରାତ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଲ ବଲିଉଡକୁ ଏଣ୍ଟ୍ରିକୁ ମାରିଛନ୍ତି । ରାନୁଙ୍କ ସମ୍ପର୍କରେ ହିମେଶ ଜାଣିବା ପରେ ତାଙ୍କୁ ଭେଟିଥିଲେ। ତାଙ୍କର ଗାୟନ କଳାରେ ଅଭିଭୂତ ହୋଇ ତାଙ୍କର ଆଗାମୀ ଫିଲ୍ମ ‘ହାପି ହାର୍ଡି ହିର୍’ର…