Odia News Portal
Monthly Archives

February 2020

‘ଭୁଲ ଭୁଲୈୟା ୨’ର ସୁଟିଂ ଆରମ୍ଭ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଜୟପୁର ସିଡ଼୍ୟୁଲର ସୁଟିଂ ଆରମ୍ଭ ହୋଇଯାଇଛି। ନିଜକୁ ବାବା ବେଶରେ ଦେଖି କାର୍ତ୍ତିକଙ୍କ ଖୁସି କହିଲେ ନ ସରେ। ସେ ଏହି ଗେଟଅପ୍‌ରେ ନିଜକୁ ଦେଖିବା ପରେ ହସି ହସିଗଡ଼ୁଥିବା ଦେଖାଯାଇଛି। ସେ ସୋସିଆଲ ମିଡିଆରେ ଏକ ଭିଡିଓ…

ଦ୍ଵିତୀୟ ଦିନରେ କପି କରି ଧରାପଡ଼ିଲେ ୧୦୯

ମାଟ୍ରିକ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିଲେ ମଧ୍ୟ ବନ୍ଦ ହେଉନି କପି । ମାଟ୍ରିକ ପରୀକ୍ଷାରେ ପୁଣି ଆସିଲା କପି ଅଭିଯୋଗ । ପ୍ରଥମ ଦିନରେ ସାହିତ୍ୟ ପରେ ପୁଣି ଦ୍ଵିତୀୟ ଦିନରେ କପି ଅଭିଯୋଗ । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ…

ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ

ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତେଜନା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । ପରୀକ୍ଷା କେନ୍ଦ୍ରରେ କପି ଯୋଗାଇଦେବାକୁ ଶିକ୍ଷକ ଛାତଛାତ୍ରୀଙ୍କ ଠାରୁ ପଇସା ନେଇଥିଲେ । କିନ୍ତୁ ସିସିଟିଭି ଲାଗିଥିବାରୁ ଶିକ୍ଷକ ଜଣକ କପି ଯୋଗାଇପାରିନଥିଲେ । ଫଳରେ ସ୍କୁଲରେ ଅଭିଭାବକ ମାନେ ପହଚିଂ ପାଟିତୁଣ୍ଡ…

ନିର୍ଭୟା ଦୋଷୀଙ୍କ ଶେଷ ଇଛା

ନୂଆଦିଲ୍ଲୀ()  ଫାଶୀ ପୂର୍ବରୁ ୪ ଦୋଷୀ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ କେଉଁ ତାରିଖରେ ଦୋଷୀ ମାନେ ପରିବାର ସଦସ୍ୟଙ୍କୁ ଭେଟିବେ ସେ ନେଇ ତାରିଖ ଠିକ କରିବାକୁ ଜେଲ କର୍ତ୍ତୃପକ୍ଷ କହିଛନ୍ତି ।ମାର୍ଚ୍ଚ ୩ ତାରିଖ ସକାଳ ୬ ଟା ବେଳେ ଏହି ୪…

ଏମ୍ସର ହିନ୍ଦୀ ପ୍ରୀତି ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର() ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଛି । ଏହା ପରେ ଘଟଣାକୁ ନେଇ ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ । ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ…

ଖେଲୋ ଇଣ୍ଡିଆ ଟିମ ଓ ଆୟୋଜକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

କଟକ() ମୁଖ୍ୟମ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କୀ୍ରଡାର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ସମ୍ମାନ ଜନକ କ୍ରୀଡାରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ ଓ ଏହାର ଆୟୋଜକ ମାନଙ୍କୁ…

ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ହିନ୍ଦୀ ସିନେମାକୁ ଟ୍ରମ୍ପଙ୍କ ପ୍ରଶଂସା

ମୁମ୍ବାଇ () ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଏହି ରୋମାଂଟିକ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଗତକାଲି ରିଲିଜ ହୋଇଛି । ମୁଖ୍ୟ ଭୂମିକାରେ ରହିଛି ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମକୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ।…

‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()   ଆଜି ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପ୍ରତିଷ୍ଠିତ ହୋଇପାରିଛି । ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବାକୁ ଏହା…

ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା

ଝାରସୁଗୁଡ଼ା() ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ ତାଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସ ନିକଟରେ…

ଜିଲ୍ଲା ସଭାପତି ବଦଳରେ ବାଇଁଆ ଓ ବୁନୁ ଗୋଷ୍ଠି ଖୁସ୍‍

ଭୁବନେଶ୍ୱର : ରାଜଧାନୀ ବିଜେଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଥିବାବେଳେ ଏବେ କେନ୍ଦ୍ରୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡିର ନୂଆ ସଭାପତି । ଦଳର ଛାମୁଆ ନେତା ଅମରେଶ ଜେନା ଓରଫ ବାଇଁଆଙ୍କ ସ୍ଥାନରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇଛି । ଏଭଳି…