ଭାରତରେ ଦୌଡ଼ିପାରେ ବିଶ୍ୱର ପ୍ରଥମ ହାଇପରଲୁପ୍ ଟ୍ରେନ୍
ଭାରତରେ ଦୌଡ଼ିପାରେ ବିଶ୍ୱର ପ୍ରଥମ ହାଇପରଲୁପ୍ ଟ୍ରେନ୍। ଏହି ଟ୍ରେନ୍ ଏକ ଟ୍ୟୁବ୍ ଦେଇ ବାହାରିବ, ଯାହାର ବେଗ ପ୍ରତି ଘଣ୍ଟା ୧୨୦୦ କିଲୋମିଟର ପଯ୍ୟର୍ନ୍ତ ପହଞ୍ଚିଯିବ। ହାଇପରଲୁପ୍କୁ ନେଇ ଭର୍ଜିନ୍ ଗ୍ରୁପ୍ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଆଗରେ ପ୍ରସ୍ତାବ ରଖିଛି।…