ବଦଳିଲା ଆସିମ୍ଙ୍କ ଭାଗ୍ୟ
ବିଗ୍ ବସ୍ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଆସିମ୍। ବିଗ୍ ବସ୍ ଘରୁ ବାହାରିବା ପରେ ମଧ୍ୟ ତାଙ୍କ ନାଁ ବଲିଉଡ୍ ଠାରୁ ଆରମ୍ଭ କରି ହିନ୍ଦୀ ସିନେମାର କିଛି ପ୍ରୋଜେକ୍ଟ ସହ ଜୋଡି ହୋଇସାରିଛି। ସୂଚନା ମୁତାବକ ଏବେ ଆସିମ୍ ଜ୍ୟାକଲୀନ୍ ଫର୍ନଡିଜ୍ଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ନଜର…