ବିନା ମାସ୍କରେ ବୁଲୁଥିବା ନଜର ଆସିଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବାରାଣସୀ ଗଳିରେ ରିପୋର୍ଟର ହୋଇ ବୁଲୁଥିବା ନଜର ଆସୁଛନ୍ତି। ଭିଡିଓ ଜରିଆରେ ସେ ଲୋକଙ୍କୁ ଗଳିରେ ଥିବା ଦୋକାନଗୁଡ଼ିକ ବିଷୟରେ କହୁଛନ୍ତି। ସାରାଙ୍କ ସହ ତାଙ୍କ ମା’ ଅମୃତା…
