Odia News Portal

ICJର ଦ୍ୱାରସ୍ତ ହେଲେ ନିର୍ଭୟା ୩ ଦୋଷୀ

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀଙ୍କ ଆଉ ଏକ ଚାଲ । ନିର୍ଭୟା ୩ ଦୋଷୀ ଅକ୍ଷୟ, ପବନ, ବିନୟ  ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେର ଦ୍ୱାରସ୍ତ ହୋଇଛନ୍ତି ଏହି ୩ ଦୋଷୀ ।

ସୂଚନା ଅନୁସାରେ, ସମସ୍ତ ୪ ଦୋଷୀଙ୍କୁ ୨୦ ତାରିଖ ସକାଳ ୫ରେ  ଫାଶି ହେବ ବୋଲି ଧାର୍ଯ୍ୟ ହୋଇଛି ।