Odia News Portal
Monthly Archives

April 2020

ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର() ବିଶ୍ୱରେ ଆତଙ୍କ ଖେଲାଇଥିବା କରୋନା ଭାଇରସ୍ ଫଳରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଗତକାଲି ମୃତ୍ୟୁ…

ଘରର ଏହି ଭାଗରେ ଲୁଚି ରହିପାରେ କରୋନା ଭାଇରସ

ନୁଆଦିଲ୍ଲୀ ()  କରୋନା ଭାଇରସ ଭୟରେ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ବାହାରେ କୋରନା ଭାଇରସ ସଂକ୍ରମିତ ହେବା ଆଶଙ୍କା ଅଧିକ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଏମିତି ସ୍ଥାନ ଅଛି ଯେଉଁଠି କରୋନା ଭାଇରସ ଅତି ସହଜରେ ରହିପାରନ୍ତି । ଲଣ୍ଡ୍ରିହିପର ସିଇଓ…

କୁମ୍ପିଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ବର୍ଷର ବାଳକର ଦାନ

ଚାନ୍ଦବାଲି ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ଡ଼ାକ୍ତର, ପୁଲିସ ବିଭାଗ, ସାମ୍ବାଦିକ,ଏବଂ ସରକାରୀ କର୍ମଚାରି ସମସ୍ତ ଏହି ମୁକାବିଲାରେ ଲାଗିପଡ଼ିଛନ୍ତି। ଅଦୃଶ୍ୟ ଭୁତାଣୁରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହିପରି ଏକ ଘଡ଼ିସନ୍ଦିି ସମୟରେ ଭଦ୍ରକ…

ଏଣିକି ଅନଲାଇନରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର() କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ, କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହେଲେ ଘରେ ରହିବା ସତ୍ତ୍ୱେ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ…

ପାସ ନଥିବା ଲୋକଙ୍କୁ ପେଟ୍ରୋଲ ମିଳିବନି

ଭୁବନେଶ୍ବର() ପୋଲିସର ବିନା ଅନୁମତିରେ ସହରରେ ଗଡିବନି ଦୁଇ ଚକିଆ ଗାଡି । ବାଇକ ଚଳାଚଳ ଉପରେ ଆଜି ଠାରୁ କଡା କଟକଣା ଲାଗୁ ହୋଇଛି । ଆଜି ଅମାନିଆ ଚାଳକଙ୍କ ଶହେଟି ବାଇକକୁ ଉଠାଇ ନେଇଛି ପୁଲିସ । ଅନ୍ୟପଟେ ପୁଲିସର ପାସ ନଥିବା ଲୋକଙ୍କୁ ପେଟ୍ରୋଲ ନଦେବା ପାଇଁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା…

ଲକଡାଉନ ବେଳେ ଜିଓର ବଡ ଘୋଷଣା

ଲକ ଡାଉନ କାରଣରୁ ଅଧିକାଂଶ ଲୋକଙ୍କୁ ପୁରା ଦିନ ନିଜ ଘରେ ହିଁ ରହିବାକୁ ପଡୁଛି । ଅନ୍ୟ ପକ୍ଷରେ କେତେକ ଲୋକଙ୍କୁ ନିଜ ଘରୁ ହିଁ ଅଫିସ କାମ କରିବାକୁ ପଡୁଛି । ଏହି ସମୟରେ ସବୁଠୁ ବଡ ଅସୁବିଧା ହେଉଛି ଇଣ୍ଟରନେଟ ସୁବିଧାକୁ ନେଇ । ମାତ୍ରାଧିକ ବ୍ୟବହାର କାରଣରୁ ସମୟ ପୂର୍ବରୁ ହିଁ ଡାଟା…

ସିଲ ହେଲା ଭୁବନେଶ୍ୱର ସିବିଆଇ ଅଫିସ

ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ୧୪ଦିନ ପାଇଁ ସିଲ। କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନରେ ରଖାଯିବ । ସ୍ୱାବ ନମୁନା ପାଇଁ ଅଫିସ କୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ସୂଚନା ଅନୁଯାୟୀ, କେନ୍ଦ୍ରୀୟ…

ଚା’ ପ୍ରେମୀମାନେ ସାବଧାନ ! ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ନିଜ ରାଶିରେ ଶୁକ୍ର ରହିଥିବାରୁ ଦ୍ୱିଜା ନକ୍ଷତ୍ର ପାଇଁ ଅର୍ଥଲାଭ ଓ ମନୋରଞ୍ଜନ ସକାଶେ ମନ ବଳିବ । କିନ୍ତୁ ରାହୁ ଓ କେତୁ ମଧ୍ୟବର୍ତ୍ତୀ ଚନ୍ଦ୍ର ହେତୁ ଅଶ୍ୱିନୀ ନକ୍ଷତ୍ରର ମନଟା ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ । କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା…

କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ କୃଷିମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍‌ ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି । ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି…