Odia News Portal
Monthly Archives

May 2020

ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର() ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି । ଏହାରି ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର…

ଏହି ଜିଲ୍ଲାରେ ୧୮ଟି ଗାଁ ସଟ୍‌ଡାଉନ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୧୮ ଗାଁ ସଟ୍‌ଡାଉନ୍‌। ଲିଖିରିଆ ଗାଁରେ ଗତ ୧ ତାରିଖରେ ୨ଜଣ କରୋନା ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏହି ଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ ୪ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଏବେ ପୁଣି ୬ ତାରିଖ ମଧ୍ୟରାତ୍ର…

କରୋନାରେ ଆକ୍ରାନ୍ତଙ୍କ ହେଲା ଏହି ଫଳ

ଶେଷରେ କରୋନାର ଶିକାର ହୋଇଛନ୍ତି ଛେଳି। ଏକ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଛେଳି ଓ ଫଳ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି। ରବିବାର ଦିନ ଜଣାପଡିଥିଲା ଯେ, ସେଠାର ଏକ ଛେଳି ଓ ସ୍ବତନ୍ତ୍ର ପ୍ରକାର ଫଳ ପପ୍ (PawPaw) କରୋନା ଭାଇରସ୍ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। ଏହାପରେ ଦେଶର…

କରୋନରୁ ସୁସ୍ଥ ହେବା ପରେ ଅନୁଭୂତି ବଖାଣିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସୁସ୍ଥ ହେବା ପରେ ସାକ୍ଷାତାକାରରେ ଅନୁଭୂତି ବଖାଣିଛନ୍ତି ବୋରିସ । ବୋରିସ କହିଛନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଅତି ସଙ୍କଟଜନକ ସ୍ଥିତିରୁ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇଛି । ସେ କହିଛନ୍ତି…

ବିଜୁଳି-ଘଡଘଡି ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର() ରାଜ୍ୟରେ ବିଜୁଳି ଓ ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ । କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର,…

ରିୟଲ ଘଟଣାର ରିଲ୍‌ କାହାଣୀରେ ଦିପିକା ଚିଖଲିଆ

ନୂଆଦିଲ୍ଲୀ : ଅରୁଣ ଗୋଭିଲ୍‌ ଓ ଦିପିକା ଚିଖଲିଆ। ଏହି ଦୁଇଟି ନାଁ ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇଯାଇଛି , ଯେଉଁଦିନ ଠାରୁ ସେମାନେ ୧୯୮୭ରେ ରାମାନନ୍ଦ ସାଗରଙ୍କ  ‘ରାମାୟଣ’ରେ ରାମ ଓ ସୀତା ପାଲଟିଥିଲେ। ସେଦିନ ଠାରୁ ତାଙ୍କର ନାଁ ପ୍ରଭୁ ରାମଚନ୍ଦ୍ର ଓ ସୀତା ଦେବୀଙ୍କ ସହ ସମୋଚ୍ଚାରିତ…

ନିୟମ ଉଲ୍ଲଙ୍ଘନ କଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର() ରାଜ୍ୟ ବାହରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ବିପଦରେ ପକାଇବ । ପ୍ରତ୍ୟେକଟି ଜୀବନ ସୁରକ୍ଷା ପାଇଁ…

ପ୍ରବାସୀ ଶ୍ରମିକଙ୍କ ରେଳ ଭଡା ଦେବ କଂଗ୍ରେସ

ନୂଆଦିଲ୍ଲୀ() ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନେକ ପ୍ରବାସୀ ବାହାର ରାଜ୍ୟରେ ଫସି ରହିଛନ୍ତି । ଏନେଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବ କଂଗ୍ରେସ । ତାଙ୍କର ଗସ୍ତ ଖର୍ଚ୍ଚ ବହନ ନେଇ ନିଷ୍ପତ୍ତି…

ଭାରତର ବଜାର ପାଖରେ ବଡ ଶକ୍ତି ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର () ଉପସାଗରୀୟ ଦେଶ ସମୂହର ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ରବିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ପରବର୍ତୀ ପରିସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର…

ଆଜିଠୁ ପଢ଼ିବେ ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ରାଜ୍ୟର ପଲିଟେକନିକ୍ ଓ ଆଇଟିଆଇଗୁଡିକରେ ପଢ଼ା ହୋଇପାରି ନଥିବା ବିଷୟଗୁଡିକ ଦୂରଦର୍ଶନ(ଡିଡି ଓଡ଼ିଆ)ରେ ପ୍ରସାରିତ ହେବ। ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ଲକ୍‌ଡାଉନ ପାଇଁ ପଲିଟେକନିକ୍ ଓ…