Odia News Portal
Monthly Archives

June 2020

କରୋନା ମୁକାବିଲା ପାଇଁ ୯ଟି ମନ୍ତ୍ର ଦେଲେ ନଵୀନ

ଭୁବନେଶ୍ବର : ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ଆସନ୍ତା ଜୁଲାଇ ମାସରେ କରୋନା ମୁକାବିଲା ନେଇ ୯ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଏବଂ ଏସପି ମାନଙ୍କ ସହ ଆଲୋଚନା ପରେ ରାଜ୍ୟବାସୀଙ୍କୁ ୯ଟି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସମୁଦ୍ର ବେଳାଭୂମିରେ ପଡିଛି ୩୫ ଫୁଟର ତିମି

କୋଲକାତା : ପଶ୍ଚିମବଙ୍ଗର ମନ୍ଦାରମଣିରେ ସମୁଦ୍ର କୂଳରେ ଏକ ୩୫ ଫୁଟର ତିମି ମିଳିଛି । ଏହି ସ୍ଥାନ କୋଲକାତାଠାରୁ ୧୫୦ କିଲୋମିଟର ଦୂରରେ ସ୍ଥିତ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହା ଏମିତି କ୍ଷେତ୍ରର ପ୍ରଥମ ମାମଲା । ରକ୍ତରେ ଜୁଡୁବୁଡୁ ତିମିକୁ ଦେଖିବା ପାଇଁ ସମୁଦ୍ର କୂଳରେ ଲୋକଙ୍କ ଭିଡ…

ଆସନ୍ତୁ ଜାଣିବା କେତେ କମିଲା ସୁନା ଦାମ୍

ନୂଆଦିଲ୍ଲୀ : ଖସିଲା ସୁନା ଦାମ୍ । ସପ୍ତାହର ପ୍ରଥମ କାରବାର ଦିନରେ ସୁନା ଶସ୍ତା ହୋଇଛି । ଏଚଡିଏଫସି ସିକ୍ୟୋରିଟିଡ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ଖସିଥିବା ଦେଖିବାକୁ ମିଳିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ଦାମରେ ଅଧିକ କିଛି…

ଆଫଗାନିସ୍ଥାନରେ କାର ବୋମା ବିସ୍ଫୋରଣ

କାବୁଲ : ଆଫଗାନିସ୍ଥାନର ହେଲମନ୍ଦ ଅଞ୍ଚଳରେ ଥିବା ଏକ ବ୍ୟସ୍ତ ବହୁଳ ବଜାରରେ ସୋମବାର ହୋଇଛି ବଡ ଧରଣର କାର ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଗର୍ଭନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଲିବାନ ଓ ଅଫଗାନ୍ ସେନାର ଦୁହେଁ ସାଙ୍ଗିନ ଜିଲ୍ଲାରେ…

ପଣସ ଖାଇବାକୁ ଆସି ପ୍ରାଣ ହରାଇଲା ଭାଲୁ

ସମ୍ବଲପୁର : ପଣସ ଖାଇବାକୁ ଆସି ପ୍ରାଣ ହରାଇଲା ଜଙ୍ଗଲୀ ଭାଲୁ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବିନ୍ଦପୁର ଗାଁରେ ଘଟି ଯାଇଛି ଏହି ଘଟଣା । ଖବର ଅନୁଯାୟୀ, ଗାଁ ଭିତରକୁ ଭାଲୁଟି ପଣସ ଖାଇବାକୁ ଆସିଥିବା ବେଳେ ୧୧କେଭି ବଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ ଆଘାତ ଖାଇ…

ଯାଜପୁର ସରକାରୀ ଅଫିସରେ ଲାଗିଲା କଟକଣା

ଯାଜପୁର ଟାଉନ : ଯାଜପୁର ସ୍ଥିତ ଏହି ସରକାରୀ ଅଫିସକୁ ସାଧାରଣ ଜନତାଙ୍କୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅଫିସରେ ଲାଗିଲା କଟକଣା । ଖବର ଅନୁଯାୟୀ ଯାଜପୁର ତହସିଲଦାର କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତରଫରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି ।…

ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର() ସମ୍ପ୍ରତି ହସପିଟାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ଗୋଟିଏ ହସପିଟାଲରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଭୁବନେଶ୍ୱର ମହାନଗର ନିଗମ । ଏହାକୁ ଆଖି ଆଗରେ ରଖି ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ…

ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟର ୧୭ଟି ଜିଲ୍ଲାରୁ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି କ୍ରମରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪,୯୪୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମରୁ…

ଭାଇରାଲ ହେଉଛି ପ୍ରଧାନ ବିଚାରପତି ବୋବଡେଙ୍କ ଏହି ଫଟୋ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କର ଏକ ବହୁତ ସୁନ୍ଦର ଫଟୋ ଭାଇରାଲ ହେଉଛି। ରବିବାର ବୋବଡେ ହାର୍ଲେ ଡେବିଡସନ ବାଇକ ଉପରେ ବସିଥିବା ନଜର ଆସିଛନ୍ତି। ବାଇକ ଉପରେ ବସିଥିବା ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତାଙ୍କର ଏହି ଫଟୋକୁ…

ଭୁବନେଶ୍ୱରରେ ସଟଡାଉନ ନେଇ ଆଗକୁ ନିଷ୍ପତ୍ତି

ଭୁବନେଶ୍ୱର() ରାଜଧାନୀରେ ଗତକିଛି ଦିନ ହେଲା ହେଲାଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ରାଜଧାନୀରେ ସଟଡାଉନ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । କରୋନା କଟକଣା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା…