Odia News Portal
Monthly Archives

June 2020

ବାହୁଡିବେ ମହାପ୍ରଭୁ, ନଅ ଦିନର ଯାତ୍ରା ସାରି ଜନ୍ମବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ବାହୁଡିବେ ମହାପ୍ରଭୁ। ଏନେଇ ଶ୍ରୀମନ୍ଦିର ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ନଅ ଦିନର ଯାତ୍ରା ସାରି ଜନ୍ମବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ୩ରଥର ଦକ୍ଷିଣ ମୋଡ କରାଯିବା ପରେ ନାକଚଣା ଦ୍ୱାରରେ ଲାଗିଥିଲା । ତିନି ରଥକୁ ବ୍ୟାରିକେଡ୍‌ କରି କଡା ସୁରକ୍ଷା ମଧ୍ୟରେ…

୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ଏକ ଟ୍ରଫ୍‌ ଲାଇନ୍‌। ଏହାର ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା। ଯାହା ଫଳରେ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର,…

ଖୁଣ୍ଟିକଟା ଗ୍ରାମରେ ବ୍ଯାପୁଛି ଝାଡା ବାନ୍ତି

ନରସିଂହପୁର : କଟକ ଜିଲ୍ଲା ବଡମ୍ବା ବ୍ଲକ ମାଣିଆବନ୍ଧ ଗୋଷ୍ଟୀ ସ୍ବାସ୍ଥ୍ଯ କେନ୍ଦ୍ର ଅଧିନସ୍ଥ ଖୁଣ୍ଟିକଟା ଗ୍ରାମରେ ବ୍ଯାପୁଛି ଝାଡା ବାନ୍ତି ରୋଗ । ସୂଚନା ମୁତାବକ ଗ୍ରାମର କାଚେରା ସାହିରେ ଥିବା ପାଖାପାଖି ୧୦୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏହାର କାରଣ ସଠିକ ଭାବେ ଜଣାପଡିନି।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବ୍ୟୟଭାବସ୍ଥ ମଙ୍ଗଳ ଆପଣଙ୍କ ଶାରୀରିକ ଅସୁସ୍ଥତା,ବ୍ୟୟବୃଦ୍ଧି ଓ ଆକସ୍ମିକ ଅନିଚ୍ଛାକୃତ ଯାତ୍ରା ଜନିତ ଚିନ୍ତିତ କରାଇବ । ଅବଶ୍ୟ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ହେତୁ ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି…

ଜୁଲାଇ ୨ରେ ଘରୋଇ ମହିଳା ଶ୍ରମିକ ଘେରିବେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର : ବାବୁଭାୟାଙ୍କ ଘରେ କାମ କରୁଥିବା ଘରୋଇ ମହିଳା ଶ୍ରମିକ ମାନଙ୍କୁ କୋଭିଡ ସହାୟତା ପ୍ରଦାନ କରିବା, ନୂତନ ପଞ୍ଜିକରଣ ଓ ନବୀକରଣ ଆରମ୍ଭ, ଏହି ବର୍ଗର ସବୁ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା, ଆୟକର ଦେଉନଥିବା ରାଜ୍ୟର ସବୁ ପରିବାରକୁ ମାସିକ ୧୦ ହଜାର ଟଙ୍କାର ସହାୟତା, ଲକ ଡାଉନ…

ଘର ଭିତରକୁ ପଶିଗଲା କାର୍ : ୪ ଆହତ

ଭୁବନେଶ୍ୱର :  ଘର ଭିତରକୁ ପଶିଗଲା କାର୍ । କାରରେ ଥିବା ୪ ଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ବାଲିଅନ୍ତା ଥାନା ବୁଦ୍ଧିପଡା ଛକରେ ଘଟିଛି ଏହି ଘଟଣା । ଶନିବାର ବିଳମ୍ବିତ ରାତ୍ରିରେ ଅଠାନ୍ତର ଗ୍ରାମର ୩ ଜଣ ଏକ କାର୍ ଭଡା କରି ମେଡିକାଲ୍‌ ଯାଉଥିଲେ । ଉତ୍ତରା-ବନମାଳିପୁର ରାସ୍ତା…

ନିଜର ତିନି ପିଲାଙ୍କୁ ମାରି ବାକ୍ସରେ ପୁରାଇଦେଲେ ବାପା

ପତ୍ନୀଙ୍କ ସହିତ ଝଗଡା କରିବା ପରେ ସ୍ୱାମୀ ନିଜର ତିନି ଜଣ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଇଛନ୍ତି, ଯାହାପରେ ଦୋଷୀ ଘରୁ କରାଚୀ ପଳାଇ ଯାଇଛନ୍ତି । ସୂଚନା ଅନୁଯାୟୀ ପାକିସ୍ତାନର ଡେରା ମୁସଲିମ ଗ୍ରାମର ନିବାସୀ ହମିଦ ରାଣା କରାଚୀରେ ଚାକିରୀ କରୁଥିଲେ ଏବଂ ତାଙ୍କ ପତ୍ନୀ ନିଜର ୫…

ପ୍ରବଳ ବର୍ଷା ପରେ ସିକ୍କିମରେ ଭୂସ୍ଖଳନ

ଗାଙ୍ଗଟକ: ପୂର୍ବୋତ୍ତର ପାହାଡି ରାଜ୍ୟ ସିକ୍କିମରେ ବିଗତ କିଛି ଦିନ ଧରି ଲଗାତାର ବର୍ଷା ପରେ ଭୂସ୍ଖଳନ ହୋଇଥିବାର ଖବର ମିଳିଛି । ଜୁନ ୨୮ ତାରିଖ ରବିବାର ରାଜ୍ୟର ପାସିଙ୍ଗଡାଙ୍ଗ ଗ୍ରାମରେ ଭୂମି ଧସିବା କାରଣରୁ କୌଣସି ପ୍ରାଣ ହାନି ହୋଇନଥିବା ବେଳେ ବ୍ୟାପକ ପରିମାଣର ସମ୍ପତ୍ତି କ୍ଷୟକ୍ଷତି…

ଟିକଟକ୍ ରେ ବେଲି ଡ୍ୟାନ୍ସ ପୋଷ୍ଟ କରି ୩ ବର୍ଷ ଜେଲ୍

ନୂଆଦିଲ୍ଲୀ : ଇଜିପ୍ଟର ଏକ ହାଇ-ପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ-ମେସିକୁ ସୋସିଆଲ ମିଡିଆରେ ଅନୈତିକ ଓ ଉତ୍ତେଜିତ ଭିଡିଓ ପୋଷ୍ଟ କରିବା ଭାରି ପଡିଲା। କାହିରାର କୋର୍ଟ ତାଙ୍କ ଉପରେ ଲୋକମାନେ ର୍ଦୁବ୍ୟବହାର ଓ ଅନୈତିକତାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ୩ ବର୍ଷ ଜେଲଦଣ୍ଡ ଓ ୩୦ ହଜାର…

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ, କେନ୍ଦ୍ରଙ୍କୁ ଚିଠି ଲେଖିଲା କଲ୍‌ଚରାଲ ସର୍କଲ୍‌

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର ଅଧ୍ୟକ୍ଷ ଜେ.କେ.…