Odia News Portal
Monthly Archives

June 2020

ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’

ମୁମ୍ବାଇ() ଭୀଷଣ ବେଗରେ ଉପକୁଳ ମୁହାଁ ହେଉଛି ଆରବସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନ ନିସର୍ଗ । ଆଜି ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ…

କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡ

ପୁରୀ : ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଠାରେ ଥିବା କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କତା ସହ ଆସବାବ ପତ୍ର ନଷ୍ଟ ହୋଇଥିବା ଜଣା ପଡିଛି। ଅଗ୍ନିକାଣ୍ଡର ଖବର ପାଇ ପିପିଲି ସତ୍ଯବାଦୀ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ…

୨ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ …

ଭୁବନେଶ୍ୱର ()  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୦୦୩୦୨ ଜଣ ସୁସ୍ଥ ହୋଇଥିବାବେଳେ ୫୮୧୫ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୧ ଲକ୍ଷ ୧୪୯୭ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…

ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଫୋନ୍‌ ଯୋଗେ ନିମନ୍ତ୍ରଣ

ନୂଆଦିଲ୍ଲୀ() ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି। ଏଥିପାଇଁ ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ…

କରୋନା ମୁକାବିଲା ପାଇଁ ଉପକୂଳିଆ ଜିଲ୍ଲାପାଳ ନାକେଦମ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରବେଶ କରିବା ପରଠାରୁ ଉପକୂଳିଆ ଜିଲ୍ଲାପାଳମାନେ ନାକେଦମ ହେଲେଣି । କରୋନା ମୁକାବିଲା ପାଇଁ ଏଭଳି ଖଟୁଛନ୍ତି ଦିନ ରାତି ଏକାକାର । କେତେକ ଜିଲ୍ଲାପାଳ ତ ଚାକିରି କରିବା ଦିନଠାରୁ ଏଭଳି ଅବସ୍ଥା ହୋଇନଥିଲେ ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ଯୁବ…

କ୍ରିକେଟ୍‌ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭାଗ୍ୟ ପରୀକ୍ଷା କରିବେ ଧୋନି

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ ଜଗତରୁ ଦୂରରେ ଅଛନ୍ତି। ଏବେ ତାଙ୍କ ଅବସର କଥା ମଧ୍ୟ ଶୁଣିବାକୁ ମିଳିଛି। ତେବେ ଇତି ମଧ୍ୟରେ ଧୋନିଙ୍କୁ ନେଇ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ଆଗକୁ ଫ୍ୟାନ୍‌ମାନେ ଧୋନିଙ୍କୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ। ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ନିର୍ମାଣ, ଗଣ ଯୋଗାଯୋଗ ଓ…

ହୋଣ୍ଡା ପକ୍ଷରୁ ସିଡି ୧୦୦ ଡ୍ରିମ୍ ବିଏସ୍‌-୬ ମଡେଲ୍ ଉନ୍ମୋଚିତ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆ୍ ସ୍କୁୂଟର ଇିଆ ପ୍ରାଇଭେଟ୍ ଲିମିଟେଡ୍ ଆଉ ଏକ ବିଏସ୍‌-୬ ମଡେଲ୍ ଆଣିଛି । କଂପାନି ପକ୍ଷରୁ ସିଡି ୧୧୦ ଡ୍ରିମ୍ ବିଏସ୍‌-୬ ମଡେଲ୍‌କୁ ଉନ୍ମୋଚନ କରାଯାଇଛି । ଏଥି ସହିତ କଂପାନିର ମୋଟ୍ ବିଏସ୍‌-୬ ମଡେଲ୍ ପରିମାଣ ୭ରେ ପହଂଚିଛି । ଏଥିରେ ଉନ୍ନତ ସ୍ମାର୍ଟ…

ମୃଦୁ କମ୍ପନ : ଵିଜେପିର ହାତ ଛାଡିଲେ ଜଗା

ଭୁବନେଶ୍ୱର :  " ମୁଁ ଜଗନ୍ନାଥ ପ୍ରଧାନ , ଝାରପଡା , ଭୁବନେଶ୍ୱର । ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଏହା ମୋର ନିଜ କାରଣ ଯୋଗୁ ଏହି ବଡ ନିଷ୍ପତ୍ତି ନେଲି   ଗତ ୨୫ ବର୍ଷ ଧରି ମୁଁ ଏହି ଦଳରେ ରହି ଦଳ ସହିତ ମୋର ସମ୍ମାନ ରଖିଛି । କିନ୍ତୁ ମୋର…

ଷଣ୍ଢ ପେଟରୁ ବାହାରିଲା ୬୦ କେଜି ପଲିଥିନ

ଯାଜପୁର : ମଣିଷ ତ କୁଅଭ୍ୟାସର ବଶବର୍ତ୍ତୀ ହୋଇ ଅଖାଦ୍ୟ ଖାଇବସେ । ହେଲେ ଏମିତି ସମୟ ଆସେ, ଯେବେ ପଶୁ ପକ୍ଷୀ ବି ଅଖାଦ୍ୟ ଖାଇଥାନ୍ତି । କୁଅଭ୍ୟାସର ବଶବର୍ତ୍ତୀ ହୋଇ ନୁହେଁ,  ଭୋକିଲା ପେଟକୁ ଶାନ୍ତ କରିବା ପାଇଁ । ପେଟଳ ଜ୍ୱଳା ଏତେ ଅଧିକ ଥାଏ ଯାଏ, ଯାହା ପାଆନ୍ତା ଖାଇଯାଆନ୍ତି । ଠିକ୍…