Odia News Portal
Monthly Archives

June 2020

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର() ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।…

ଭୂତାଣଠାରୁ ରକ୍ଷା ପାଇବା ସହ ଅର୍ଥ ବ୍ୟବସ୍ଥା ରକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ()କରୋନା ସଙ୍କଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି, ଯାହାକୁ ସୁଧାରିବାରେ ଲାଗିପଡିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଭାରତୀୟ ଉଦ୍ୟୋଗ ପରିସଂଘ ବା CIIର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ,…

ଏହି ୬ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର()  ଆଜି ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ୬ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ସେହି ୬ଟି ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର…

ଦେଖନ୍ତୁ ରଥ ନିର୍ମାଣର କିଛି ଆକର୍ଷଣୀୟ ଝଲକ …

ପୁରୀ () ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଦେଖିବା ରଥ ନିର୍ମାଣର କିଛି ଆକର୍ଷଣୀୟ ଝଲକ ...…

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୫୯୮ କୁ ବୃଦ୍ଧି  ପାଇଛି।କରୋନା ରେ ଆକ୍ରାନ୍ତ ଥିବା ୯୫,୫୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି ୯୭,୫୮୧  ଜଣ। ଏହାସହ ୨୪ ଘଣ୍ଟାରେ ୮,୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ନିସର୍ଗ

ନୂଆଦିଲ୍ଲୀ() ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା । ଆଜି ଗୁଜରାଟ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ । ସ୍ଥଳଭାଗ…

ଆଉ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୧୪୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୮ଟି ଜିଲ୍ଲାରୁ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି କ୍ରମରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୪୫କୁ ବୃଦ୍ଧି ପାଇଛି । ୧୪୧ ପଜିଟିଭ…

କରୋନା ପାଇଁ ରାଜ୍ୟ କଂଗ୍ରେସରେ ଖୁସିର ଲହରୀ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ରାଜ୍ୟ କଂଗ୍ରେସରେ ଖୁସିର ଲହରୀ । କରୋନାରେ ଅଧିକ ଲୋକ ସୁସ୍ଥ କିମ୍ବା ସରକାରଙ୍କ ସଫଳ ମୁକାବିଲା ପାଇଁ ନୁହେଁ, ବରଂ କରୋନା ଯୋଗୁଁ ଦିଲ୍ଲୀକୁ ବିମାନ ଚଳାଚଳ ବନ୍ଦ ଯୋଗୁଁ ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠି ପୂରା ଖୁସ୍‍ । କାରଣ ବିମାନ ନଚାଲିବା ଯୋଗୁଁ ଦଳର…

କଣ ପାଇଁ ଏହି ମନ୍ଦିରରେ ଚଢ଼ାଯାଇଥାଏ ଚପଲ ମାଳା, ଆସନ୍ତୁ ଜାଣିବା …

କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ଲକମ୍ମା ଦେବୀଙ୍କର ଏକ ଭବ୍ୟ ମନ୍ଦିର ରହିଛି। ଏଠାରେ ପ୍ରତ୍ୟେକ ବର୍ଷ ‘ଫୁଟବିୟର ଫେଷ୍ଟିଭାଲ’ ଆୟୋଜନ ହୋଇଥାଏ। ଏହି ଉପଲକ୍ଷେ ଦୂର ଦୁରାନ୍ତ ଗାଁରୁ ଲୋକମାନେ ଆସି ମା’ଙ୍କ ପାଖରେ ଚପଲ ଚଢାଇଥାନ୍ତି। ଏହି ଫେଷ୍ଟିଭାଲରେ ମୁଖ୍ୟତଃ ସ୍ଥାନୀୟ ଗୋଲା ଗାଁର ଲୋକେ…

ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ : ଧୀରେ ଧୀରେ ଘନୀଭୂତ ହେଉଛି ଡିପ୍ରେସନ୍‌

ନୂଆଦିଲ୍ଲୀ : ଆରବ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ । ଧୀରେ ଧୀରେ ଘନୀଭୂତ ହେଉଛି ଡିପ୍ରେସନ୍‌ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବ । ୩ ତାରିଖରେ ଏହା ମୁମ୍ବାଇ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ। କର୍ଣ୍ଣାଟକରୁ ଗୋଆ ପର୍ଯ୍ୟନ୍ତ ଏହାର ପ୍ରଭାବ…