ରାଜ୍ୟରେ ମାଗଣାରେ ମିଳିବ ପ୍ଲାଜମା ଥେରାପୀ ସେବା : ମୁଖ୍ୟମନ୍ତ୍ରୀ
କଟକ : ରାଜ୍ୟର ୩ଟି ହସ୍ପିଟାଲରେ ଆଜିଠୁ ଆରମ୍ଭ ହେଲା ପ୍ଲାଜମା ଥେରାପୀ ସେବା । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସମ୍ ହସ୍ପିଟାଲ, କିମସ ହସ୍ପିଟାଲ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି । ନୋଡାଲ୍…