ଧୋନୀଙ୍କ ପରେ କ୍ରିକେଟ୍କୁ ଅଲବିଦା କଲେ ରାଇନା
ନୂଆଦିଲ୍ଲୀ : ଧୋନୀଙ୍କ ପରେ ଏବେ ସୁରେଶ ରାଇନା ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଦେଇଛନ୍ତି । ଭାରତୀୟ କ୍ରିକେଟ୍ ଟିମ୍ର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ସୋସିଆଲ୍ ମିଡ଼ିଆ ଜରିଆରେ ନିଜର ଅବସର ଘୋଷଣାର ସୂଚନା ଦେଇଛନ୍ତି ।
ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର…