Odia News Portal
Monthly Archives

August 2020

ସେପ୍ଟେମ୍ବର ୯ରୁ ୧୫ ଯାଏ OJEE ପରୀକ୍ଷା

ଭୁବନେଶ୍ୱର() ଆସନ୍ତା ମାସରେ ଅନୁÂିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ଅନୁÂିତ ହେବ ଏହି ପରୀକ୍ଷା । ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ଏହି ପରୀକ୍ଷା ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ…

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୁଏ ୫୬ ପ୍ରକାର ଭୋଗ,ଜାଣନ୍ତୁ କାରଣ

ଭୁବନେଶ୍ୱର() ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଭକ୍ତ ବ୍ରତ ପାଳନ କରନ୍ତି । ଘରେ ବିଭିନ୍ନ ପ୍ରକାର ପ୍ରସାଦ ତିଆରି କରାଯାଇଥାଏ । ସାରା ଦେଶରେ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ । ଘର ଓ ମନ୍ଦିରକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜା ଯାଇଥାଏ । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ୫୬…

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍

ଭୁବନେଶ୍ୱର() ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ । କୌଣସି ପରେଡ କିମ୍ବା ମାର୍ଚପୋଷ୍ଟ ହେବ ନାହିଁ । ଅଳ୍ପସଂଖ୍ୟକ ପୋଲିସ କର୍ମଚାରୀ…

ଆଉ ୧୦ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର() ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗଞ୍ଜାମ…

ଆଜି ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୨୧୮

ଭୁବନେଶ୍ୱର() ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ୭୯୬କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ…

ଆଦୌ ଓଡ଼ିଆ ଜାଣିନଥିବା ଅଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଦେଶରେ ସର୍ବାଧିକ ଦର୍ଶକ ଦେଖୁଥିବା ଦୂରଦର୍ଶରେ ପ୍ରସାରିତ ଏକ କାର୍ଯ୍ୟକ୍ରମକୁ ନେଇ ଏବେ ଆଲୋଚନା । ଓଡିଶାବାସୀଙ୍କୁ କୋଭିଡ କାଳରେ ସଚେତନ ପାଇଁ ହେଉଥିବା ଆଲୋଚନା କାର୍ଯ୍ୟକ୍ରମରେ ଆଦୌ ଓଡିଆ ଜାଣିନଥିବା…

ରାଜସ୍ଥାନ ରାଜନୀତି : ପାଇଲଟ ଦଳକୁ ଫେରିବେ

ଆସନ୍ତା ୧୪ ରୁ ଆରମ୍ଭ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ଅଧିବେଶନ । ଅଧିବେଶନ ପୂର୍ବରୁ ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ ଆଜି ଦଳର ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସହ ସାକ୍ଷାତ କରି ଏକ ସମ୍ଭାବ୍ୟ ସଫଳତାର ସୂଚନା ଦେଇଛନ୍ତି। ପାଇଲଟ ଏବଂ ଗାନ୍ଧୀଙ୍କ…

୧୩ରେ ଆସିପାରେ ଆଉ ଏକ ଲଘୁଚାପ : ବର୍ଷା ସମ୍ଭାବନା କମ୍‌

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା କରାଯାଉଥିଲା। ସତର୍କ ସୂଚନା ବି ଜାରି କରାଯାଇଥିଲା । ମାତ୍ର ବଡ଼ ବର୍ଷା ହେଲାନି । ଅଳ୍ପ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହେଲା। ବିସ୍ତୃତ ଅଞ୍ଚଳରେ ବର୍ଷିଲାନି ଲଘୁଚାପ। ଖୁବ୍‌ ଅଳ୍ପ ସମୟ ଭିତରେ…

ଜବତ ହେଲା ୧ କୁଇଣ୍ଟାଲ ନୀଳ ଜହର, ୪ ଗିରଫ 

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ପକ୍ଷରୁ ରାଇସିଂ ଛକରେ ଜାନବାହନ ଯାଞ୍ଚ ବେଳେ ଏକ ବୋଲେରୋ ପିକଅପ ନଂ JH-05-CR-1775ରୁ ୫ଟି ପ୍ଲାଷ୍ଟିକ ବସ୍ତା ରେ ଚାଲାଣ କରାଯାଉଥିବା ୧୦୪ କେଜି ଗଞ୍ଜେଇ ଜବତ କରାଯାଇଛି l ପୋଲିସ ର ଯାଞ୍ଚ ବେଳେ ସନ୍ଦେହ ଜଣକ ଭାବେ ଉକ୍ତ ଗାଡିକୁ ତନଖି କରାଯିବା…

ବାଣପୁର-ବାଲୁଗାଁ ଅଞ୍ଚଳରେ ମାତିଛନ୍ତି ଚୋରା ଦେଶୀ ମଦ ବେପାରୀ

ଟାଙ୍ଗୀ :  ଖୋର୍ଦ୍ଧା  ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ୍ୟ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । କୌଣସି…