Odia News Portal
Monthly Archives

September 2020

ଦୀପିକା ପାଦୁକୋନଙ୍କୁ ସମନ

ମୁମ୍ବାଇ() ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କାପୁର ଓ ସାରା ଅଲ୍ଲୀ ଖାନଙ୍କୁ ଏନସିବି ସମନ ଜାରି କରିଛି । ଆସନ୍ତା ୩ ଦିନ ମଧ୍ୟରେ ୩ ଜଣଙ୍କୁ ଜେରା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ଖୋଳତାଡ଼ କରିବା…

କର୍କଟ ରୋଗୀଙ୍କୁ ସଂକ୍ରମଣ ଆଶଙ୍କା ଅଧିକ

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରା୍ନ ଉତ୍ତର ମଧ୍ୟ ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ କର୍କଟ ରୋଗୀ ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । କାରଣ ସେମାନଙ୍କ ପାଖରେ ରୋଗ…

ରାଜଧାନୀରୁ ଆଉ ୩୦୧ ପଜିଟିଭ, ୨୧୮ ଲୋକାଲ କେସ

ଭୁବନେଶ୍ୱର() ଆଜି ବି  ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୩ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

୮ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ଦୀୟା ମିର୍ଜା, ସାରା ଅଲୀ ଖାନ,ରକୁଲ, ଶ୍ରୁତି ମୋଦିଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି। ଏନିସିବିର ଡ୍ରଗ୍ସ ତଦନ୍ତରେ ଏମାନଙ୍କ ନାଁ ଆସିବାରୁ ମୁଜାଫରପୁରରେ ଧାରା ୫୦୪, ୫୦୬, ୧୨୦, ୨୮୪ରେ ଏ ସମସ୍ତଙ୍କ ବିରୋଧରେ…

ରାଜ୍ୟସଭାକୁ ସାଇନ ଡାଏ ଘୋଷଣା

ନୂଆଦିଲ୍ଲୀ()  ରାଜ୍ୟସଭାକୁ ସାଇନ ଡାଏ ଘୋଷଣା କରାଯାଇଛି । ଅନେକ ସାଂସଦ କରୋନାରେ ଆ୍ରକାନ୍ତ ହେବା ପରେ ରାଜ୍ୟ ସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଏନେଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ  ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର…

ଦେହଜୀବୀଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ () ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି…

ବଜାରକୁ ଆସିବ ୪ ହଜାର ଟଙ୍କିଆ ସ୍ମାର୍ଟଫୋନ

ମୁମ୍ବାଇ() ଦେଶର ଏକ ନମ୍ବର ଧନୀ  ବ୍ୟକ୍ତି  ମୁକେଶ ଅମ୍ବାନୀ ସ୍ମାର୍ଟଫୋନ ବଜାରରେ ବଡ଼ ଧରଣର ବିପ୍ଳବ ଆଣିବା ଉପରେ କାର୍ୟ୍ୟ କରୁଛନ୍ତି  । ଗୁଗୁଲ ସହିତ ତାଙ୍କ ଟେଲିକମ ସଂସ୍ଥା ଜିଓ ବୁଝାମଣା କରିଛି । ସୁଲଭ ମୂଲ୍ୟରେ ଫୋନ ବିକଶିତ କରିବା ଉପରେ ମୁକେଶ କାର୍ୟ୍ୟ କରୁଛନ୍ତି । ଗୁଗଲ…

୧୨ ଦିନରେ ଅଭିଯୋଗ

ପାଣାଜୀ () ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ ସେମ ଅହମଦଙ୍କ ବିରୋଧରେ ମାରପିଟ ମାମଲା ରୁଜ୍ଜୁ କରିଛନ୍ତି । ମାମଲା ରୁଜ୍ଜୁ ପରେ ସେମଙ୍କୁ ଗୋଆରେ ଗିରଫ କରାଯାଇଛି । ପୁନମ ନିଜ ସ୍ୱାମୀ ବିରୋଧରେ ମାରପିଟ ଓ ଧମକାଉଥିବା ନେଇ ଅଭିଯୋଗ…

ପୁଣି ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ସମ୍ଭାବ୍ୟ ଲଘୁଚାପ ପଶ୍ଚିମବଙ୍ଗ ପାଖ ଦେଇ ମିଅାଁମାର କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ । ଓଡ଼ିଶାରେ ଏହା ପ୍ରଭାବରେ ଆସନ୍ତା ଅକ୍ଟୋବର…

ଚିକିତ୍ସା ପରେ ସୁସ୍ଥ ହେଲେଣି ଦେଢ ଲକ୍ଷ ସଂକ୍ରମିତ

ଭୁବନେଶ୍ୱର() ରାଜ୍ୟରେ କରୋନା ପରୀକ୍ଷଣ ବଢିବା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କିଭଳି ଆକ୍ରାନ୍ତଙ୍କ ଚିକିତ୍ସା ଶୁରୁଖୁରୁରେ ହୋଇପାରିବ ଏବଂ ସୁସ୍ଥତା ହାର ବୃଦ୍ଧି…