Odia News Portal
Monthly Archives

September 2020

ବଡ ଘର ପିଲା ପଚାରନ୍ତି, ମାଲ୍ ଅଛି କି ?

ମୁମ୍ବାଇ ()  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଡ୍ରଗ୍ସକୁ ନେଇ ଏବେ ସାମ୍ନାକୁ ଆସିଲା ହ୍ବାଟସଆପ୍‌ ଛାଟ୍। ମାମଲାରେ ଯୋଡ଼ିହେଲା ଦୀପିକା ପାଦୁକୋନଙ୍କ ନାଁ। ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ…

ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ବର() ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ୨୪ରୁ…

ଆଉ ୧୧ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି

ଭୁବନେଶ୍ବର() ଆଜି ରାଜ୍ୟରେ ୪୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ୪୧୮୯ କରୋନା ପଜିଟିଭ୍ , କେବଳ ଖୋର୍ଦ୍ଧାରୁ ୭୧୨

ଭୁବନେଶ୍ବର () ୨୪ ଘଣ୍ଟା ମଧ୍ୟରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଡ୍ରଗ୍ସ ନେଉଥିଲେ ଦୀପିକା

ମୁମ୍ବାଇ ()  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଡ୍ରଗ୍ସକୁ ନେଇ ଏବେ ସାମ୍ନାକୁ ଆସିଲା ହ୍ବାଟସଆପ୍‌ ଛାଟ୍। ମାମଲାରେ ଯୋଡ଼ିହେଲା ଦୀପିକା ପାଦୁକୋନଙ୍କ ନାଁ। ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ…

ଆଜିଠୁ +3 ଓ PG ଶେଷ ସେମିଷ୍ଟାର

ଭୁବନେଶ୍ବର () ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର() ଓଡ଼ିଶା ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । କିଶୋର ଚନ୍ଦ୍ର ଦାସ ହୋଇଛନ୍ତି ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତି ସମବାୟ ବିଭାଗର ଯୁଗ୍ମ ସଚିବ, ସଙ୍ଘମିତ୍ରା…

ଭୁବନେଶ୍ୱରରୁ ଆଉ ୩୦୬ କରୋନା ପଜିଟିଭ, ୧୮୩ ଲୋକାଲ କେସ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୦୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୮୩ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୫୦୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା…

କରୋନାକୁ ହରାଇଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ

ଭୁବନେଶ୍ୱର()  କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ । ଶରୀରରେ ଅନେକ ସମସ୍ୟାଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ…

ଧୁମ୍ରପାୟୀ କଙ୍କଡା, ଦେଖନ୍ତୁ ଆଶ୍ଚର୍ଯ୍ୟକର ଭିଡିଓ…

ଜୀବଜନ୍ତୁ ନିଶାନେବା ବା ସିଗାରେଟ ଟାଣିବା ଆଶ୍ଚର୍ଯ୍ୟକର ହୋଇଥାଏ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମୁଦ୍ରକୂଳରେ ଏକ କଙ୍କଡ଼ା ସିଗାରେଟ ଟାଣି ମୁଣ୍ଡ ବୁଲେଇଲା ଭଳି ଚାଲୁଥିବାର ଏହି ଭିଡ଼ିଓରେ ନଜର ଆସିଛି ।…