ଭୁବନେଶ୍ୱରରୁ ଆଉ ୪୦୯ ପଜିଟିଭ, ରାଜଧାନୀରେ ପଜିଟିଭଙ୍କ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି
ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୨ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭ଜଣ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି…
