Odia News Portal
Monthly Archives

September 2020

ଆଇପିଏଲ୍ ପୂର୍ବରୁ ଜିମ୍ ରେ ନଜର ଆସିଲେ ହିଟମ୍ଯାନ୍ ରୋହିତ

ଅଧିକାଂଶ ଥର ଆଇପିଏଲ୍ ଫ୍ରାଞ୍ଚାଇଜ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟାଇଟଲ୍ ହାସଲ କରିଛି ‘ମୁମ୍ବାଇ ଇଣ୍ଡିଆନ୍ସ’ (MI)। ଅନ୍ୟପକ୍ଷରେ ମୁମ୍ବାଇକୁ ଆଇପିଏଲର ସବୁଠାରୁ ସଫଳ ଦଳ ଭାବେ ପରିଣତ କରିବା ପଛରେ ସବୁଠାରୁ ବଡ଼ ଅବଦାନ ହେଉଛି ଏମଆଇ ଦଳର ଅଧିନାୟକ ରୋହିତ ଶର୍ମା। ସୂଚନା ମୁତାବକ…

ଭାର୍ଗବୀ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଦାମୋଦରପୁର ଗାଁ ନିକଟରେ ଗତକାଲି ଏକ ବିରଳ ମାଛ ଉଦ୍ଧାର ହୋଇଛି । ଏହା ଏକ ବିରଳ ପ୍ରଜାତିର ମାଛ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଆଖପାଖର ଲୋକଙ୍କ ଖୁବ ଭିଡ ଜମିବାରେ ଲାଗିଛି । ସୂଚନା ଦେବା ଯୋଗ୍ୟକି, ସେହି ଗାଁର ଜଣେ ଯୁବକ ଭାର୍ଗବୀ ନଦୀକୁ…

ରିୟା ଚକ୍ରବର୍ତ୍ତୀଙ୍କ ଉପରେ ପ୍ରସ୍ତୁତ ହେବ ଫିଲ୍ମ

ମୁମ୍ବାଇ() ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହଙ୍କ ରହସ୍ୟମୟ ମୃତ୍ୟୁର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ ଖୁଲାସା ହୋଇ ନାହିଁ । ବର୍ତ୍ତମାନ ତାଙ୍କ କେସରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ପ୍ରେମିକା ରିୟା ଚକ୍ରବତ୍ତିଙ୍କ ଉପରେ ଗମ୍ଭୀର ଆରୋପ…

ରାଜଧାନୀରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ

ଭୁବନେଶ୍ୱର() ରାଜ୍ୟ ସରକାର ଅନଲକ୍-୪ ଗାଇଡ୍ ଲାଇନ୍ ଜାରି କରିସାରିଛନ୍ତି। ତେବେ ଗାଇଡ୍ ଲାଇନ୍ ଅନୁସାରେ ଭୁବନେଶ୍ବରରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ । ରାଜ୍ୟରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବ ବୋଲି ରାଜ୍ୟ ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଉଲ୍ଲେଖ ରହିଛି। କୋଭିଡ ଗାଇଡ୍…

୩୦ ପୂର୍ବରୁ ବସିବ ବିଧାନସଭା

ଭୁବନେଶ୍ୱର()   ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ବସିବ ।  ଏନେଇ  ସୂଚନା ଦେଇଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।  ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ଅଧିବେଶନ ବସିଛି ।  ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ କଥା ହୋଇଛି ।  ଗାଇଲାଇନ…

୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର()  ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିପôାତ ଦେଖାଦେଇଛି ।  ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।  ଏହାରି ଭିତରେ ପୁଣି…

ମୁମ୍ବାଇ ନଆସିବାକୁ ଧମକ

ମୁମ୍ବାଇ() ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲାରେ ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଥିବା ବଲିଉଡ ଅଭିନ୍ରେତୀ କଙ୍ଗନା ରାଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା…

ବାହା ନହେଲେ ହାତ କାଟି ଆତ୍ମହତ୍ୟା କରିବି

ଭୁବନେଶ୍ୱର() ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ଘଟଣାରେ ଏବେ ସାଇକୋ ଲେଡି ଟ୍ୱିଷ୍ଟ ଆସିଛି । ତେବେ ଏହି ସାଇକୋ ଲେଡି ସମ୍ପର୍କରେ ଆଦିତ୍ୟଙ୍କ ମା’ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଦିତ୍ୟଙ୍କ ମୃତୁ୍ୟରେ ସମ୍ପୃକ୍ତ ସାଇକୋ ଯୁବତୀଙ୍କ ହାତ ଥିବା ସନେ୍ଦହ କରି…

ଜେଲ ପାଇଁ ନୂଆ ଏସଓପି ଜାରି

ଭୁବନେଶ୍ୱର() ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଏସଓପି ଜାରି କରାଯାଇଛି । ଜେଲକୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ୧- କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ ପରୀକ୍ଷା କରାଯିବ ୨- ରିମାଣ୍ଡରେ ଅଣାଯିବା ଆଗରୁ…

ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ବର()  ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା…