Odia News Portal
Monthly Archives

November 2020

ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ !

ୱାସିଂଟନ() ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ କ୍ଷମତା ହରାଇବାକୁ ଯାଉଥିବା ବେଳେ ତାଙ୍କ ପାଇଁ ଆଉ କେତେକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି । ନିର୍ବାଚନରେ ପରାସ୍ତ ହେବା ପରେ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ।…

ଶ୍ରୀମନ୍ଦିର ଦ୍ୱାରରେ ଦେଖିବାକୁ ମିଳିବ ଉତ୍କଳୀୟ ଝଲକ

ପୁରୀ() ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର…

ଆଉ ୧୬ ମୁଣ୍ଡ ନେଲା କରୋନା, କେନ୍ଦୁଝରରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୧୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି କେନ୍ଦୁଝର…

ଆଜି ୧୨୧୯ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୨୭୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଶଶୀଙ୍କ ମାଷ୍ଟର ଷ୍ଟ୍ରୋକରେ ଗଡ଼ଫାଦର ଚିତପଟାଙ୍ଗ

ବଳିଷ୍ଠ ନେତୃତ୍ୱ ଆଗରେ କାମଦେଲାନି ବିଦ୍ରୋହୀ ଙ୍କ ବିଦ୍ରୋହ  କେନ୍ଦ୍ରାପଡାରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଚର୍ଚ୍ଚା କିନ୍ତୁ ଥମିବାର ନାଁ ଧରୁନାହିଁ । କେନ୍ଦ୍ରାପଡା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଶଶୀ ଭୂଷଣ ବେହେରାଙ୍କ ସଫଳ ଗୋଟିଚାଳନା ବିରୋଧୀଙ୍କ ନିଦ…

ନମିତା ଟପ୍ପୋଙ୍କୁ ଏକଲବ୍ୟ

ଭୁବନେଶ୍ୱର () ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ତାଙ୍କୁ ୨୮ ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ବିଜେତା…

ବିଜେଡି ବାଲେଶ୍ୱରରେ ଟପ କରିବ

ଭୁବନେଶ୍ୱର()  ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ମଙ୍ଗଳବାର ମତ ଦାନ ଶେଷ ହୋଇଛି ।  ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଯାଇଛି । ଆସନ୍ତା ୧୦ ତାରିଖରେ ଭୋଟ  ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ । ତେବେ ଏହା ପୂର୍ବରୁ କେଉଁ ଦଳ ଉଭୟ …

ଡିଜିପିଙ୍କ ମାଓ ସ୍ଥିତିର ସମୀକ୍ଷା

ମାଲକାନଗିରି ()  ଲାଲଗଡରେ ଡିଜିପି ଅଭୟ । ମାଲକାନଗିରିର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ପହଞ୍ଚିଲେ ଡିଜିପି ଅଭୟ କୁମାର। ଗୋରୋସେତୁ ବିଏସଏଫ କ୍ୟାମ୍ପରେ ଡିଜିପିଙ୍କ ଏହା ପ୍ରଥମ ଗସ୍ତ । ତାଙ୍କ ସହିତ ମାଲକାନଗିରିର ଏସପି ଋଷିକେଶ ଖିଲାରୀ ଉପସ୍ଥିତ ରହିଛନ୍ତି ।…

ବିଡେନଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଜୋ ବିଡେନଙ୍କ କାର୍ୟ୍ୟକାଳ ସମୟରେ ଭାରତ ସହ ଆମେରିକାର ସମ୍ପର୍କ ଆହୁରି…

ମୁଁ ଜିତିଛି ନିର୍ବାଚନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବାଇଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧରାଶାୟୀ କରିଛନ୍ତି।ଏଥିସହ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ ପରାଜୟ ସ୍ଵୀକାର କରି ନାହାନ୍ତି। ବାଇଡେନଙ୍କ ବିଜୟ…