Odia News Portal
Monthly Archives

November 2020

ଆଜି ମହାପ୍ରଭୁଙ୍କ ବାମନ ବେଶ

ପୁରୀ() ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହେବ। ଅବକାଶ ପରେ ବେଶ ଆରମ୍ଭ ହେବ । ଠାକୁରେ ବାଙ୍କଚୂଡ଼ ବେଶରେ ବାମନ ସଦୃଶ୍ୟ ପ୍ରତୀୟମାନ ହେବେ। ସନ୍ଧ୍ୟାରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହେବ । ଗରୁଡ଼ ବିଗ୍ରହଙ୍କୁ…

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

କଟକ()  ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ । ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମଳିିଛି ।ତେବେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବ କଥା ସୂଚନା ମିଳିଛି । ଯୋଡମୁଣ୍ଡ ଶିଶୁ ଜଗା କାଳିଆଙ୍କର ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା । ସଫଳ…

ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସାଂଘାତିକ ଷଡଯନ୍ତ୍ର

ଭୁବନେଶ୍ବର () ନୟାଗଡ ପରୀ ହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କଂଗ୍ରେସ ଓ ବିଜେପି ହାତରେ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ନଥିବାରୁ ସେମାନେ ଏବେ ଏହାକୁ ଅସ୍ତ୍ର କରିଛନ୍ତି । ଏସବୁ ଭିତରେ ସୋସିଆଲ ମିଡିଆରେ ଘୁରୁଥିବା ଏକ ଫଟୋ ବୟାନ କରୁଛନ୍ତି ଷଡଯନ୍ତ୍ରର ସାଂଘାତିକ…

କଣ୍ଟାକ୍ଟ ଲେସ୍ ପେମେଣ୍ଟ ସେବା ଆରମ୍ଭ ନେଇ ଏସବିଆଇର ଘୋଷଣା

ନୂଆଦିଲ୍ଲୀ () ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଛି । ବ୍ୟାଙ୍କ କହିଛି କି ମାଷ୍ଟରକାର୍ଡ କଷ୍ଟମରଙ୍କୁ ଏବେ ପଇସା ବାହାର କରିବା ପାଇଁ କାର୍ଡ ନେବା ଆବଶ୍ୟକ ନାହିଁ । ଗ୍ରାହକ ସମ୍ପର୍କ ରହିତ ଉପାୟରେ ଟ୍ୟାପ୍-ଆଣ୍ଡ-ଗୋ ବ୍ୟବହାର…

ଡିସେମ୍ବର ପାଇଁ ଗାଇଡଲାଇନ୍

ନୂଆଦିଲ୍ଲୀ()  ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫ୍ୟୁୁ ଲଗାଇବାକୁ ରାଜ୍ୟମାନଙ୍କୁ କ୍ଷମତା ଦିଆଯାଇଛି । ଡିସେମ୍ବର ୧ରୁ ନୂଆ ଗାଇଡଲାଇନ୍…

କ୍ରାଇମବ୍ରାଞ୍ଚ ତଦନ୍ତକୁ ପରୀ ମା’ଙ୍କ ସ୍ୱାଗତ

ଭୁବନେଶ୍ୱର()  ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ ଜଣାଇଛନ୍ତି ‘ପରୀ’ଙ୍କ ମା’ ସୈ।ଦାମିନି । ସେ…

ପରୀ’ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର()  ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଘଟଣାରେ ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି । ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ…

ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି, ଭିଜିଲାନ୍ସ ଜାଲରେ ପିସିସିଏଫ୍ ଅଭୟକାନ୍ତ ପାଠକ

ଭୁବନେଶ୍ୱର()  ଦୁର୍ନୀତି ବିରୋଧରେ ସରାକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି । ଅସଜଡ଼ାଙ୍କୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି କଡ଼ା ପଦକ୍ଷେପ । ଏହି କ୍ରମରେ ଏଥର ଭିଜିଲାନ୍‌ସ ଜାଲରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । କ୍ଷମତାର…

ରାଜନିତୀ ନକରି ତଥ୍ୟ ଦେଖି ମନ୍ତବ୍ୟ ଦିଅନ୍ତୁ ସାଂସଦ

ଭୁବନେଶ୍ୱର()  ଧଉଳି ଶାନ୍ତିସ୍ତୁପର ମରାମତିକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠିର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ସାଂସଦ ନଥିପତ୍ର ଦେଖିକି ଟିକେ ମନ୍ତବ୍ୟ ଦିଅନ୍ତୁ । ୟୁପିଏ ସରକାର ସମୟ ରେ ୫ କୋଟି ଟଙ୍କା ଆସିଥିଲା , ଏନଡିଏ…

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର()  ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ …