Odia News Portal
Monthly Archives

November 2020

IIFL ଲୁଟ ଘଟଣାର ମାଷ୍ଟରମାଇଣ୍ଡ ଲେଡି ଅଫିସର

କଟକ() କଟକ ଅର୍ଥଲଗାଣକାରୀ ସଂସ୍ଥା IIFLରୁ ସୁନା ଲୁଟ ଘଟଣାର ମାଷ୍ଟରମାଇଣ୍ଡ ଜଣେ ଲେଡି ଅଫିସର ଥିବା ସୂଚନା ମିଳିଛି । ଲେଡି ଅଫିସର ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । IIFLରେ ଏକ ପଦସ୍ଥ ଅଧିକାରୀ ଭାବେ ଲେଡି ଅଫିସର କାର୍ଯ୍ୟରତ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ…

ବାହାର ଭକ୍ତଙ୍କୁ ପୁରୀ ମନା

ପୁରୀ() ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି । ଆସନ୍ତା ୨୭ରେ ମହାପ୍ରଭୂଙ୍କ…

କରୋନା ନେଲା ଆଉ ୧୬ ମୁଣ୍ଡ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ…

ଡିଲରଙ୍କୁ ଗାଡି ପଞ୍ଜିକରଣ କ୍ଷମତା ଦେଇ ଅଡୁଆରେ ସରକାର

ଭୁବନେଶ୍ୱର()  ଡିଲରଙ୍କ ହାତକୁ ଆରଟିଓ କ୍ଷମତା ଟେକିଦେଇ ପରିବହନ କର୍ତ୍ତୃପକ୍ଷ ଏବେ ଅକଳରେ । ଏଭଳି ନିଦେ୍ର୍ଧଶନାମା ବିରୁଦ୍ଧରେ ଚାରିଆଡୁ ମତପ୍ରକାଶ ପାଇବାପରେ ଏହାର ଆଇନ୍‍ଗତ ଦିଗ ତର୍ଜମାପାଇଁ ପରିବହନ ବିଭାଗ ପକ୍ଷରୁ ଆଇନ୍‍ ବିଭାଗର ମତାମତ ଲୋଡିବାପାଇଁ ପ୍ରସ୍ତୁତି ଚାଲିଥିବାର ସୂଚନା…

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ () ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ଘଟିଛି। ସେ କରୋନାରେ ଦୀର୍ଘ ଦିନରୁ ଚିକିତ୍ସିତ ହୋଇ ହସ୍ପିଟାଲରେ ପଡିଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଛି। ପଟେଲଙ୍କ ପୁଅ ଫଇଜାଲ ପଟେଲ ବିଳମ୍ବିତ ରାତି ୩.୩୦ରେ ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ ଚିଠି

ଭୁବନେଶ୍ୱର() ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ବିହାର ଭଳି ଓଡ଼ିଶାରେ ଦ୍ବିତୀୟ AIIMS ପାଇଁ…

ନଭେମ୍ବର ୨୫ ରାତିରେ ଘୂର୍ଣ୍ଣିଝଡ଼ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ

ଭୁବନେଶ୍ୱର() ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥବା ଅବପାତ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଚେନ୍ନାଇ ଠାରୁ ୪୩୦ କିମି ଦକ୍ଷିଣ ପୂର୍ବରେ ମଙ୍ଗଳବାର ସକାଳ ୧୧.୩୦ ସମୟରେ କେନ୍ଦ୍ରୀଭୂତ ହୋଇଛି ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।…

ବିଧାନସଭାରେ ପାରିତ ହେଲା ଇଡକୋ ସଂଶୋଧନ ବିଲ୍

ଭୁବନେଶ୍ୱର() ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ । ଏନେଇ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍ । ଶିଳ୍ପାଞ୍ଚଳ ଭିତ୍ତିଭୂମି ସହ ସାମାଜିକ ଭିତ୍ତିଭୂମିର ବିକାଶ କରାଯିବ । କାରଖାନା ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ ହୋଇଛି ।

ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲ୍ଲୀ () ଆଉ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ବ୍ୟାନ ହୋଇଛି । ସ୍ନାକ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଳୋକପ୍ରିୟ ଆପ ବ୍ୟାନ ହୋଇଥିବା ସୂଚନା ମିଳିଛି । ଭାରତର ଏକତା, ଅଖଣ୍ଡତା ପ୍ରତି ବିପଦ ଥିବା…