Odia News Portal
Monthly Archives

December 2020

ଆକାଶ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି

ଭୁବନେଶ୍ୱର()  ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଗୁମର ଖୋଲିଛି । ପୂର୍ବରୁ ଆକାଶ ନିଜକୁ ଟାଟା କର୍ମଚାରୀ ବୋଲି କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଏନେଇ…

ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ଲିପ୍ତ ଥିଲେ

ଭୁବନେଶ୍ୱର()  ନିଜ ସମର୍ଥକ ଓ ସମ୍ପର୍କୀୟଙ୍କୁ ପୋଲିସ ହଇରାଣ କରୁଛି ବୋଲି ଅଭିଯୋଗ କରୁଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚିତ୍ ଜବାବ ଦେଇଛି ବିଜେଡି । ପ୍ରଦୀପଙ୍କ ବକ୍ତବ୍ୟର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, ‘ପ୍ରଦୀପ…

ପୁରୀ ହାଜତ ମୃତ୍ୟୁ ଘଟଣା, ପରିବାରକୁ ୫ ଲକ୍ଷ କ୍ଷତିପୂରଣ

କଟକ() ପୁରୀରେ ହୋଇଥିବା ହାଜତ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବିଚାର ବିଭାଗୀୟ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଆଗକୁ ଏନଏଚଆରସି ଯାହା…

ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ , କାହିଁକି ପଢ଼ନ୍ତୁ….

ଭୁବନେଶ୍ବର()   ପରିସ୍ଥିତିରେ ସାରା ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗଂଜାମ । ପରିସ୍ଥିତିକୁ ଦେଖି ଗଂଜାମରେ ଲକଡାଉନକୁ ସଂପ୍ରସାରିତ କରାଯାଇଥିଲା । ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥିଲା । ପୂରା ଗଂଜାମ ସାରା ରାଜ୍ୟ ଠାରୁ ବିଚ୍ଛିନ୍ନ ହୋଇଥିଲା । କାରଣ…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ଚିଠି, ପୁନେ ଯାଇଥିବା ନେଇ କଲେ ସ୍ପଷ୍ଟ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହା ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅଭୟଙ୍କୁ ମଧ୍ୟ ପ୍ରଦୀପ ଚିଠି ଲେଖିଛନ୍ତି । ସେ ଚିଠିର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମର୍ଥକ ଓ ସମ୍ପର୍କୀୟ ଲୋକଙ୍କୁ ପୋଲିସ ହଇରାଣ…

କମୁଛି ମୃତ୍ୟୁ ହାର, ଆଜି ୫…..

ଭୁବନେଶ୍ବର()   ଆଜି ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀରୁ…

ଏସଆଇଟି ତଦନ୍ତ ଆରମ୍ଭ

ନୟାଗଡ଼()  ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ପରୀର ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି…

ଭିଜିଲାନ୍ସରେ ପାଠକଙ୍କ ଡ୍ରାଇଭର, ଘରୁ ଜବତ ହୋଇଥିଲା ୨୦ ଲକ୍ଷ

ଭୁବନେଶ୍ୱର() ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ପୂର୍ବରୁ ରେଡ ବେଳେ ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି…

ଘର ସଜାଡିବାକୁ ସମାଜସେବୀଙ୍କୁ ଡାକି ହଟହଟା

ଭୁବନେଶ୍ୱର ()  ସମାଜସେବୀମାନେ ଭାଙ୍ଗି ଯାଇଥିବା ପରିବାରକୁ ଯୋଡନ୍ତି । ସେଥିପାଇଁ ଅସୁବିଧାରେ ପଡିଥିବା ଅନେକ ଲୋକ ନିଜ ନିଜ ଉଜୁଡା ପରିବାରକୁ ସଜାଡିବାପାଇଁ ସମାଜସେବୀଙ୍କ ସହଯୋଗ ଲୋଡିଥାନ୍ତି । ହେଲେ ରାଜଧାନୀରେ ଜଣେ ବ୍ୟକ୍ତି ଏବେ ସମାଜସେବୀଙ୍କ ସହାୟତା ନେଇ ହଟହଟା ହେଉଛନ୍ତି । ତାଙ୍କ…

ଛେଳି ଚୋରି କରି ପାଳୁଛନ୍ତି ଛାଡ଼ଖାଇ

ଗୋପ ଥାନା ଅଞ୍ଚଳରେ ପୁଣି ମାତିଲେ ଛେଳି ଚୋର । ସେମାନେ ଗୋଟିଏ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ଚୋରମାନେ ବ୍ୟବହାର କରିଥିବା କାର୍‌ର ଛବି ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଆଧାରରେ ଗୋପ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋପ ଥାନା ବନ୍ତଳୀ ପଞ୍ଚାୟତର ଭୀମସେନ କାଣ୍ଡି…