Odia News Portal
Monthly Archives

January 2021

ନିର୍ବିଘ୍ନରେ ଚାଲିଛି କାଳିଆ ଦର୍ଶନ

ପୁରୀ: ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ ।ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗୁରୁବାର ପାଆନ୍ତୁ ସାଇବାବାଙ୍କ କୃପା

ଭୁବନେଶ୍ବର: ସାଇ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ ଥାଏ । କିନ୍ତୁ ଗୁରୁବାର ହେଉଛି ଏମିତି ଏକ ଦିନ, ଯାହା ଭଗବାନ ବିଷ୍ଣୁଙ୍କ ସହ ସାଇବାବାଙ୍କର ବି ବହୁତ ପସନ୍ଦ । କୁହାଯାଏ ସାଇମନ୍ଦିରରେ ବାବାଙ୍କ ସାମ୍ନାରେ ହାତ ଯୋଡ଼ି ହୃଦୟର ସମସ୍ତ ବ୍ୟଥା ଜଣାଇବା ଦ୍ୱାରା ବାବା ଆପଣଙ୍କ କଷ୍ଟ ଲାଘବ

ପରୀ ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ । ହତ୍ୟା ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି |ପରୀ ହତ୍ୟା ଅଭିଯୁକ୍ତ ୧୬ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍‌ ହୋଇଥିବାରୁ ମାମଲା ଚିଲଡ୍ରେନ୍‌ କୋର୍ଟକୁ

୨୬ରୁ ଆରମ୍ଭ ଆଦିବାସୀ ମେଳା

ଭୁବନେଶ୍ୱର: ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ୍‌ କରିବେ । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା ।

ବଲାଙ୍ଗୀର ଗସ୍ତରେ ଅସିତ ତ୍ରିପାଠୀ

ବଲାଙ୍ଗୀର: ଅସିତ ତ୍ରିପାଠୀଙ୍କ ବଲାଙ୍ଗୀର ଗସ୍ତ | ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ବଲାଙ୍ଗୀର ଗସ୍ତ କରିଛନ୍ତି ଅସିତ ତ୍ରିପାଠୀ । ବରଗଡ଼ରୁ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଜିଲ୍ଲାପାଳଙ୍କୁ ସମ୍ମିଳନୀ

କଲେଜ ନଯାଇ ଦରମା ନେଇଛନ୍ତି ଖଣି ମନ୍ତ୍ରୀଙ୍କ ବୋହୂ

ଢେଙ୍କାନାଳ: ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନଙ୍କ ନୀତିହୀନ କାମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡିଛି । ଏନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଖଣି ଓ

ରାଜ୍ୟରେ ଆଉ ୧୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩୩୭୨୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ପ୍ରଫେସର ସଞ୍ଜିବ ମିତ୍ତଲ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି । ସଞ୍ଜିବ ମିତ୍ତଲଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ପ୍ରଦାନ କରିଛନ୍ତି । ପ୍ରଫେସର ସଞ୍ଜିବ ମିତ୍ତଲ ଆସନ୍ତା ୪ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି