Odia News Portal
Monthly Archives

January 2021

ମୋଦିଙ୍କ କାମରେ ଖୁସ୍ ଓଡ଼ିଶାବାସୀ

ଭୁବନେଶ୍ୱର: ମୋଦିଙ୍କ ଉପରେ ଖୁସି ଓଡ଼ିଶାବାସୀ | ଜାତୀୟ ଗଣମାଧ୍ୟମ ଆଇଏଏନଏସ ଓ ସି- ଭୋଟର ସର୍ଭେ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି । ଗତ ୧୨ ସପ୍ତାହ

ରାଜ୍ୟରେ ଆଉ ୧୭୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୧୨୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

୯ ଦିନ ପରେ ମିଳିଲା ଗଳିତ ମୃତଦେହ

ରାୟଗଡା: ନିୟମଗିରିରେ ହତ୍ୟା । ୯ ଦିନ ପରେ ମିଳିଲା ଗଳିତ ମୃତ ଦେହ । ହତ୍ୟା ସନ୍ଦେହରେ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପର୍ବତ ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିବା ଜଣା ପଡ଼ିଛି । ମୁନିଗୁଡ଼ା ପୋଲିସ ଖବର ପାଇ ମଣ୍ଡା ଗାଁ

କେନ୍ଦ୍ରାପଡ଼ାରେ ଟିକାକରଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଯାଇଛି ଟିକାକରଣ | ଜିଲ୍ଲାପାଳ ଅମୃତ ଋତୁରାଜ ଫିତା କାଟି ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର

ଭଦ୍ରକରେ ଟିକାକରଣର ମହା ଅଭିଯାନ

ଭଦ୍ରକ: ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ | ଶେଷ ଲଢେଇ ସଦୃଶ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଟିକାକରଣ| ଜିଲ୍ଲାରେ ପ୍ରଥମ ପର୍ଯାୟରେ ୮,୫୬୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ

ରବିବାର ଦିଆଯିବ ନାହିଁ ଟିକା

ଭୁବନେଶ୍ୱର: କରୋନା ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ ।ତେବେ ରାଜ୍ୟରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ସକାଳ ସାଢେ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା