Odia News Portal
Monthly Archives

January 2021

ଆଉ ଜଣକ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଉ ୨୦୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ବିନ୍ଦୁସାଗର: ଶ୍ରେୟ ନେବାକୁ ନାରାବାଜି ସହ ଧସ୍ତାଧସ୍ତି

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ନାରାବାଜିର ପ୍ରତିଯୋଗିତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି କରିଥିଲେ । ପୁରା ଅଞ୍ଚଳ ନବୀନ

୧୫ଶହରୁ ଅଧିକ ବସ୍ତା ଧାନ ପୋଡି ପାଉଁଶ

ଚାନ୍ଦବାଲି: ଗୋଦାମରେ ନିଆଁ ଲାଗି ଜଳିଗଲା ୧୫ ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟବସାୟୀଙ୍କ ଗୋଦାମରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ ତେବେ ଘଟଣାରେ ସବୁ ଧାନ ପୋଡ଼ି ଯାଇଛି। । ସହରର ଶାସ୍ତ୍ରୀଘାଟ ସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ |ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି |ପବିତ୍ର ବିନ୍ଦୁସାଗର ପୁଷ୍କରିଣୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ |ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ,୧୦ ଶିଶୁ ମୃତ

ମହାରାଷ୍ଟ୍ର: ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିଶୁମାନଙ୍କ ବୟସ ପ୍ରାୟ ଗୋଟିଏ ଦିନରୁ ୩

ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ବ୍ୟାପକ ଅଞ୍ଚଳର ଚାଷ ଜମିରେ ପାଣି ପଶି ଯାଇଛି । ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା ।

ଶେଷରେ ଆଶ୍ରା ମିଳିଲା ଶର୍ମାଙ୍କୁ

ଭୁବନେଶ୍ୱର: କେତେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ପୋଲିସ ଡିଜି ପଦରୁ ନାଟକୀୟ ଭାବରେ ବିଦା ହୋଇ ସଚିବାଳୟରେ ସ୍ଵରାଷ୍ଟ୍ର ବିଭାଗର ଓଏସଡି ଭାବରେ ନିଯୁକ୍ତି ପାଇଥିବା ବହୁ ଚର୍ଚ୍ଚିତ ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ମିଳିଛି ନୂଆ ନିଯୁକ୍ତି | ଓଏସଡି ପଦରେ ରହି ଦରମା ନେଇ ଘରେ