Odia News Portal
Monthly Archives

February 2021

ସତର୍କ ଅଛି ଶିକ୍ଷା ବିଭାଗ: ସମୀର ଦାଶ

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଏବେ ଓଡିଶା ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।ରାଜ୍ୟରେ କୋଭିଡ଼ ନିୟମକୁ କଡ଼ାକଡି ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କରୋନାକୁ ଦୃଷ୍ଟିରେ ରଖି ବଡ଼ ବୟାନ ଦେଇଛନ୍ତି| ମନ୍ତ୍ରୀ

ଓପିଟିସିଏଲ ନିଆଁରେ ୧୪କୋଟି ସ୍ୱାହା

ଢେଙ୍କାନାଳ: ଓପିଟିସିଏଲ ଗ୍ରୀଡ଼ରେ ଭୟଙ୍କର ଅଗ୍ନିକାଣ୍ଡ । ଢେଙ୍କାନାଳ କଣ୍ଟାବଣିଆ ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ ଘଟିଥିବା ସମୟରେ ୧୦ ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ତେବେ ନିଆଁ ଲାଗିବାର କାରଣ ଜଣାପଡି ନଥିବା ସମୟରେ ସର୍ଟସର୍କିଟ ଯୋଗୁଁ ନିଆଁ

୧୭୫ ଗ୍ରାମ ଧଳା ଜହର ଜବତ, ୨ ଅଟକ

ଆଠଗଡ଼: ଆଠଗଡ଼ରେ ମାଡ଼ି ଚାଲିଛି ଧଳା ଜହର ବେପାରର ଚେର | ଆଠଗଡ଼ରୁ ବ୍ରାଉନସୁଗାର ଜବତ କଲା ଏସଟିଏଫର ଏକ ଟିମ୍ । ଗତକାଲି ରାତିରେ ପୁରୁଣା କଟକଟ ସମ୍ବଲପୁର ରାସ୍ତା ଆଁକୁଲା ଠାରେ ଥିବା ପାରିଜାତ ହୋଟେଲରରୁ ଜବତ ହୋଇଛି ଏହି ୧୭୫ଗ୍ରାମ ବ୍ରାଉନସୁଗାର । ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ

ଭଦ୍ରକରେ ଦେହ ବେପାର: ୪ ମହିଳା ଉଦ୍ଧାର

ଭଦ୍ରକ: ଭଦ୍ରକ ସହରରେ ପୋଲିସର ନାକତଳେ ଚାଲିଛି ବେଧଡ଼କ ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ଏହି ସେକ୍ସ ରାକେଟ | ଭଦ୍ରକ ସହର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଟାଉନ ଥାନା ପୋଲିସ | ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୨ ଜଣ

କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ | କର୍ଲାପାଟରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ

ସୂର୍ଯ୍ୟ, ତେଓ୍ୱତିଆ ଓ କିଷାନଙ୍କୁ ସୁଯୋଗ

ନୂଆଦିଲ୍ଲୀ : ବାରମ୍ବାର ଭଲ ପ୍ରଦର୍ଶନ କରିଆସୁଥିଲେ ବି ଜାତୀୟ ଦଳରେ ସ୍ଥାନ ପାଇପାରୁନଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ବପ୍ନ ପୂରଣ ହୋଇଛି । ଆଗାମୀ ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଥିବାବେଳେ ସୂର୍ଯ୍ୟକୁମାର ସ୍ଥାନ ପାଇଛନ୍ତି। ବିସିସିଆଇ

କୃଷି, ଶିଳ୍ପରେ ହୋଇଛି ଅଭିବୃଦ୍ଧି

ଭୁବନେଶ୍ୱର: ବଜେଟ ପୂର୍ବରୁ ଆଜି ବିଧାନସଭାରେ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟର ଅଭିବୃଦ୍ଧି ପ୍ରଭାବିତ ହେବ । ୨୦୨୦-୨୧ରେ ଅଭିବୃଦ୍ଧି ହାର ୪.୯୨%କୁ ହ୍ରାସ ପାଇବ । ୨୦୧୯-୨୦ରେ ଅଭିବୃଦ୍ଧି ହାର ୫.୨୧ ପ୍ରତିଶତ ଥିଲା ।

ଓସାକା ଅଷ୍ଟ୍ରେଲିଆନ୍ ଓପନ୍‌ ବିଜୟିନୀ

ସିଡନୀ : ନୂଆବର୍ଷରେ ଜାପାନର ମହିଳା ଟେନିସ୍‌ ତାରକା ନାଓମି ଓସାକାଙ୍କୁ ବଡ଼ ସଫଳତା ମିଳିଛି । ସେ ଜେନ୍‌ ବ୍ରାଡିଙ୍କୁ ହରାଇ ଅଷ୍ଟ୍ରେଲିଆନ୍‌ ଓପନ୍‌-୨୦୨୧ ଟାଇଟଲ୍ ବିଜୟିନୀ ହୋଇଛନ୍ତି । ଫାଇନାଲ ମ୍ୟାଚ‌କୁ ୬-୪ ଏବଂ ୬-୩ରେ ଜିତି ନେଇଛନ୍ତି ଓସାକା। ସେ ଦ୍ବିତୀୟ ଥର ଅଷ୍ଟ୍ରେଲିଆନ୍‌

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ

ସଂରକ୍ଷଣ ନକଲେ ଇତିହାସ କ୍ଷମା ଦେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ | ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ କଡା ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ