Odia News Portal
Monthly Archives

February 2021

ନିଖୋଜ ୨ ଓଡିଆ ପୁଅଙ୍କ ନାଁ ଘୋଷଣା

ଭଦ୍ରକ: ଉତ୍ତରାଖଣ୍ଡରେ ଘଟିଥିବା ପ୍ରକୃତିର ଭୟାନକ ତାଣ୍ଡବରେ ନିଖୋଜ ହୋଇଯାଇଥିବା ଥିବା ୨ ଓଡିଆ ପୁଅଙ୍କ ନାଁ ଘୋଷଣା କରାଯାଇଛି। ତେବେ ଗତକାଲି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ହୋଇଥିବା ବେଳେ ଅନ୍ୟଜଣେ ହେଲେ

ଧଳା ଜହର କବଜାରେ ଭଦ୍ରକ, ୭ ଗିରଫ

ଭଦ୍ରକ: ପୁଣି ଥରେ ଭଦ୍ରକ ଜିଲ୍ଲାରୁ ଜବତ ହେଲା ବ୍ରାଉନସୁଗାର ଆଉ ଏଥିସହ ଜବତ ହୋଇଛି ବନ୍ଧୁକ ଓ ବିଭିନ୍ନ ପ୍ରକାର ମାରାଣାସ୍ତ୍ର | ଭଦ୍ରକ ଗ୍ରାମାଞ୍ଚଳ ଥାନାର ବିଭିନ୍ନ ଅଞ୍ଚଳରୁ ୫୧୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୋଲିସ | ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ

ବ୍ରହ୍ମପୁରରେ ଲଜ୍ଜା: ନାବାଳିକା ସହ ଗଣଦୁଷ୍କର୍ମ

ବ୍ରହ୍ମପୁର: ୧୦ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ | ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ୩ଜଣ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୋଗ ଆସିବା ପରେ ପୋଲିସ ୩ ନାବାଳକଙ୍କୁ ପଚରାଉଚରା

ଆସିଲା ଝରାଫୁଲ ଭିସେରା ରିପୋର୍ଟ

ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ପାଖରେ ପହଞ୍ଚିଲା ଭିସେରା ରିପୋର୍ଟ। ଭିସେରା ରିପୋର୍ଟକୁ ତନ୍ନ ତନ୍ନ କରି ତର୍ଜମା କରୁଛି ଯାଜପୁର ପୋଲିସ। ତର୍ଜମା ପରେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଭିତରୁ ସତ ସାମ୍ନାକୁ ଆସିବ । ତେବେ ଘଟଣାରେ

ଘର ସାମ୍ନାରେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା: ଘର ସାମ୍ନାରେ ହୋଟେଲ ମାଲିକଙ୍କୁ ପିଟି ପିଟି ହତ୍ୟା | ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଥାନା ଡିଏଭି ଲେନ ଅଞ୍ଚଳରେ ହୋଟେଲ ମାଲିକ ତଥା ବ୍ୟବସାୟୀ ସଜନ ମିତ୍ତଲଙ୍କୁ ହତ୍ୟା ଅଭିଯୋଗ। ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ

ସନ୍ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ: ସନ୍ ହସ୍ପିଟାଲକୁ ସାମୟିକ ବନ୍ଦ ପାଇଁ ନିର୍ଦ୍ଦେଶ । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ଗତ ୨ ତାରିଖରେ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା ସନ୍

+3 ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର: ଆରମ୍ଭ ହେଲା ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା । ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା ସହିତ ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଛାତ୍ରଛାତ୍ରୀ ଯେପରି କୋଭିଡ

ବଣ୍ତାଘାଟିରେ ସ୍ଥାପିତ ହେଲା ବି.ଏସ୍.ଏଫ୍ କ୍ୟାମ୍ପ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ତାଘାଟି ମୁଦଲିପଡାରେ ସ୍ଥାପିତ ହେଲା ବି ଏସ ଏଫ କ୍ୟାମ୍ପ | ଗତ କିଛି ମାସ ପୁର୍ବରୁ ମାଓଗଡ କୁହାଯାଉଥିବା ଆଣ୍ଡ୍ରାହାଲରେ ସ୍ଥାପନ କରାଯାଇଥିଲା ବି ଏସ ଏଫ କ୍ୟାମ୍ପ | ବର୍ତ୍ତମାନ ମୁଦଲିପଡାରେ କ୍ୟାମ୍ପ ସ୍ଥାପନ ପରେ ମାଓ ଅଞ୍ଚଳରେ

ନବମ ପିଲା ଦେବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ବର୍ଷର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ ପରୀକ୍ଷା। କରୋନା ପାଇଁ ଗତ ଶିକ୍ଷାବର୍ଷରେ ବାଧାପ୍ରାପ୍ତ ଶିକ୍ଷାଦାନର ପ୍ରଭାବିତ ହୋଇଥିବା ୯ମ ଶ୍ରେଣୀ ସମସ୍ତ ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି

୧୨୪୨ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମୋହର ବାଜିଛି ।ବୈଠକରେ ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।ତେବେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି ।ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନୂଆ