Odia News Portal
Monthly Archives

February 2021

ବ୍ରାଣ୍ଡେଡ ଲେବଲ୍ ତଳେ ନକଲି ମୃଦୁ ପାନୀୟ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଠାବ ହେଲା ନକଲି କାରଖାନା । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନାକୁ ପୋଲିସ ଠାବ କରିଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ତେବେ ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି । ବିଭିନ୍ନ ନାମୀ କମ୍ପାନୀର ନାମ

ଫେବ୍ରୁଆରୀ ୧୦ରୁ ଆରମ୍ଭ ପିଜି କ୍ଲାସ୍

ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ୍। ପିଜି କ୍ଲାସ୍ ଆରମ୍ଭ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରେ ଖୋଲାଯିବ ହଷ୍ଟେଲ | ସେହିଭଳି ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ |

ପୋଲିଓ ବଦଳରେ ସାନିଟାଇଜର,୧୨ ଶିଶୁ ଅସୁସ୍ଥ

ମହାରାଷ୍ଟ୍ର: ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଗଲା ସାନିଟାଇଜର ।ମହାରାଷ୍ଟ୍ରର ଯବତମାଲରେ ଏହିଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି | ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହାଡ଼ଭଙ୍ଗା ଜାଡ: ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । ଫୁଲବାଣୀ ଏବଂ କନ୍ଧମାଳରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇ ଥିବା ସମୟରେ ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬,

ଝରାଫୁଲ ମର୍ଡର: ରାକେଶକୁ ଜୋରଦାର ଜେରା

ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜୋରଦାର ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା ଜାରି ରଖିଛି ପୋଲିସ। ୨୬ ତାରିଖ ରାତିରେ ଝରାଫୁଲ ସହିତ କ’ଣ ହୋଇଥିଲା ଏନେଇ ରାକେଶକୁ ନିକଟରୁ ସତ ଓଗାଳୁଛନ୍ତି ଏସଡିପିଓ

ଜିଲ୍ଲାକୁ ଜିଲ୍ଲା ଡେଉଁଛି ନକଲି କାରବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଚବିଶ ସାହୁ (୪୦)ଙ୍କର ଥିବା ଅଟାକଳ ଉପରେ ଗତକାଲି ଅପରାହ୍ନରେ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଅତିରିକ୍ତ ଚଢ଼ାଉ | ଅଟାକଳରେ ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ହୋଇ ତିଆରି ହେଉଥିବା ଅଟା ଓ ହଳଦୀ ଜବତ କରି ଚବିଶ

ଯୌନ କେଳେଙ୍କାରୀ: ବନ୍ଧା ହେଲେ ପ୍ରଶିକ୍ଷିକା

ଭୁବନେଶ୍ୱର: ରାଜଧାନୀର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ୍‌ ଘଟଣାରେ ମହିଳା ପ୍ରଶିକ୍ଷକ ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଛି ପୋଲିସ । ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭୁବନେଶ୍ୱର ଏୟାରପୋର୍ଟ

କୋଟପାଡ଼ ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

କୋରାପୁଟ: ଜୟପୁର ସ୍ଥିତ କୋଟପାଡ଼ ଥାନା ଏନଏଚ୍-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗତକାଲି ୯ ଜଣଙ୍କର ମୃତ୍ୟୁ ହୋଇଥିଲା। କୋରାପୁଟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି

୧୮ରୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଫେବୃୟାରୀ ୧୮ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଆଣିବେ ବଜେଟ୍ । ବିଧାନସଭାରେ ଫେବୃଆରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ନିଜର

ଝରାଫୁଲ ମୃତ୍ୟୁ: ୩ ଦିନିଆ ରିମାଣ୍ଡରେ ରାକେଶ

ଯାଜପୁର: ୩ ଦିନିଆ ରିମାଣ୍ଡରେ ଯିବ ରାକେଶ | ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅତ୍ମସମର୍ପଣ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବ ଯାଜପୁର ପୋଲିସ । ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଜିଲ୍ଲା ଦୌରାଜଜ୍