Odia News Portal
Monthly Archives

February 2021

ଅକ୍ଷରଙ୍କ ସ୍ପିନ୍ ଯାଦୁରେ ଆଣ୍ଠେଇଲା ଇଂଲଣ୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ଇଂନିସ ଶେଷ ସୁଦ୍ଧା ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ପ୍ରଥମ ଇଂନିସରେ ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଭାରତର ଚମତ୍କାର ପ୍ରଦର୍ଶନ

ଭଦ୍ରକରେ ଚାଲିଛି ବେଧଡ଼କ ଗୋ ଚାଲାଣ

ଭଦ୍ରକ: ବାହର ରାଜ୍ୟକୁ ବେଆଇନ ଗୋ ଚାଲାଣ ବେଳେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ ସହିତ ଏଥିରେ ଥିବା ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି | ସୂଚନା ଅନୁସାରେ, ଭଦ୍ରକରୁ

ମେ ୧୮ରୁ ଆରମ୍ଭ +୨ ପରୀକ୍ଷା

ଭୁବନେଶ୍ୱର: ଘୋଷଣା ହେଲା +୨ ପରୀକ୍ଷା ସୂଚୀ | ମେ ୧୮ରୁ ଜୁନ ୧୨ ପର୍ଯ୍ୟନ୍ତ ଚାଲିବ +୨ ପରୀକ୍ଷା | ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ |ଚଳିତ ବର୍ଷ କରୋନା ସଂକ୍ରମଣକୁ ନଜରରେ ରଖି ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ +୨ ପରୀକ୍ଷା | କଳା,