Odia News Portal
Monthly Archives

February 2021

ଦିବ୍ୟାଙ୍ଗଙ୍କୁ ବିବାହ କଲେ ୨ ଲକ୍ଷ ୫୦ ହଜାର

ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି

ପିହୁର ମା’ଙ୍କୁ ଉଠାଇନେଲା ପୋଲିସ

କଟକ: ଯାଜପୁର ବହୁଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାରେ ନୂଆ ଟ୍ଵିଷ୍ଟ | ଭୁବନେଶ୍ୱର ଆସୁଥିବା ପିହୁର ମା'ଙ୍କୁ ଉଠାଇନେଲା ପୋଲିସ | ଓଏମପି ଛକରେ ବସ୍ ଅଟକାଇ ପିହୁର ମାଙ୍କୁ କବଜାକୁ ନେଲା ପୋଲିସ | ତେବେ ପୋଲିସ ତାଙ୍କୁ ଚାଉଳିଆଗଞ୍ଜ ଥାନାକୁ ନେଇ ପଚରାଉଚରା କରୁଛି ବୋଲି

ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ପୁଣି ଟାର୍ଗେଟରେ ଭୁବନେଶ୍ୱର ସାଂସଦ। ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ

ଟିକା ନନେଲେ ମିଳିବନି ସରକାରୀ ସୁବିଧା !

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ବାଣୀ । ଜାଣିଶୁଣି କରୋନା ଟିକା ନ ନେଲେ ଅସୁବିଧାରେ ପଡ଼ିପାରନ୍ତି କରୋନା ଯୋଦ୍ଧା । ଟିକା ନ ନେଲେ ମିଳିବ ନାହିଁ କୌଣସି ସରକାରୀ ସୁବିଧା,ଏହାସହ ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ

ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଟକ ସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନବନ୍ଦର ସ୍ଥିତ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରାର ଆୟୋଜନ

ଏବେ ହେବନି ପୌର ନିର୍ବାଚନ

ଭୁବନେଶ୍ୱର : ରାଜ୍ୟର ପୌରାଞ୍ଚଳ ଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ନିର୍ବାଚନ ହୋଇପାରିନି ନିର୍ବାଚନ ପ୍ରକ୍ରିୟା ପ୍ରାୟ ବର୍ଷେ ବିଳମ୍ବିିତ ହୋଇସାରିଥିବାବେଳେ ଏହି ପ୍ରକ୍ରିୟା ଆହୁରି ବିଳମ୍ବିତ ହେବ । ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏକ ଲିଖିତ

କାଲିଠୁ ପିଙ୍କ ବଲ୍ ଟେଷ୍ଟ

ଅହମ୍ମଦାବାଦ ; ଆସନ୍ତାକାଲିଠୁ ଅହମଦାବାଦର ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିଅମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆର ମ୍ଭ ହେବ । ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମ୍ୟାଚ୍ ପୂର୍ବରୁ ଉଭୟ ଟିମ୍ ଝାଳବୁହା ପରିଶ୍ରମ କରିଛନ୍ତି । ଅହମଦାବାଦରେ ପ୍ରଥମ ଥର ପାଇଁ ଡେ-ନାଇଟ୍ ଓ

ଓଡ଼ିଆ ବିଶ୍ୱବିଦ୍ୟାଳୟ ନକ୍ସା ଚୂଡାନ୍ତ

ଭୁବନେଶ୍ବର: ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ପ୍ରତିଷ୍ଠା କରାଯିବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । ଏହି ନୂତନ