Odia News Portal
Monthly Archives

March 2021

ଶୁଟିଂ ବିଶ୍ୱକପ : ଭାରତକୁ ୩ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨ା୩(ଏଜେନ୍ସି): ସୋମବାର ଦିନ ନୂଆଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ମୀରଜ ଖାନ, ଅଙ୍ଗଦ ବାଜୱା ଏବଂ ଗୁରୁଜୋତ ଖଙ୍ଗୁରାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ସ୍କିଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଦଳ ଫାଇନାଲରେ କାତାରକୁ -୨-୨ରେ ପରାସ୍ତ କରି ଦେଶ ପାଇଁ

ଗାନ୍ଧୀଙ୍କୁ ଅନୁସରଣ କରନ୍ତୁ ଯୁବ ସ୍ୱେଚ୍ଛାସେବୀ: ଅରୁଣ

ଭୁବନେଶ୍ୱର: ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବା ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ

ନିୟମ ନମାନିଲେ ଫେରିପାରେ ଲକଡାଉନ୍: ଡିଏମଇଟି

ଭୁବନେଶ୍ୱର: ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆବଶ୍ୟକ ପଡିଲେ କଟକଣା ଲାଗୁ ହେବ । ରାଜ୍ୟ ସରକାର ଏବେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଆବଶ୍ୟକ ପଡିଲେ ମେଡିକାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯଦି ଲୋକମାନେ ନିୟମ ନମାନିବେ ତେବେ ଲକଡାଉନ୍ ଫେରିବ ।କୋଭିଡ୍ ନିୟମ

ଦିନିକିଆ ସିରିଜ୍ ଉପରେ ନଜର

ପୁଣେ,୨୨ା୩(ଏଜେନ୍ସି): ଟେଷ୍ଟ, ଟି୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍ ଉପରେ ଭାରତର ନଜର । ଆସନ୍ତାକାଲିଠାରୁ ମହାରାଷ୍ଟ୍ରର କି୍ରକେଟ ଆସୋସିଏସନ୍ ଷ୍ଟାଡିୟମ, ପୁଣେରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏହି ଷ୍ଟାଡିୟମରେ ସିରିଜରେ ୩ଟି ଯାକ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍

ବିଶ୍ୱ ଜଳ ଦିବସରେ ମୋଦିଙ୍କ ‘କ୍ୟାଚ୍ ଦି ରେନ୍’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜଳ ସଂରକ୍ଷଣ ପାଇଁ 'ଜଳ ଶକ୍ତି ଅଭିଯାନ: ବର୍ଷା ଧର' ଅଭିଯାନ ଆରମ୍ଭ କରିଛନ୍ତି । ମୋୖସୁମୀ ଆସିବା ପର୍ଯ୍ୟନ୍ତ ମନରେଗା ପାଣ୍ଠିର ପ୍ରତ୍ୟେକ ପଇସା ବର୍ଷା ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଜୋର ଦେଇଛନ୍ତି। ବିଶ୍ୱ ଜଳ ଦିବସରେ

ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାରସଦସ୍ୟାମାନେ ମହାମାରୀ ସମୟରେଲୋକମାନଙ୍କୁ ଜରୁରୀକାଳୀନ ସେବା

ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ |ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି