Sign in
Sign in
Recover your password.
A password will be e-mailed to you.
Monthly Archives
March 2021
ଶିକ୍ଷା ବିକାଶରେ ନବୀନଙ୍କ ମାଇଲ୍ ଷ୍ଟୋନ୍
୭୫୫ଟି ଶିକ୍ଷାନୁଷ୍ଠାନକୁ ‘ମୋ କଲେଜ’ ଅଭିଯାନରେ ଯୋଡ଼ା ଯାଇଛି |
‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ
‘ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ହେବ ନିଯୁକ୍ତି ସୃଷ୍ଟି’: ରାଷ୍ଟ୍ରପତି
ରାଉରକେଲା: ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ | ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଲୋକାର୍ପିତ ହୋଇଛି । ତେବେ ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି,!-->…
ରାଉରକେଲାବାସୀଙ୍କୁ ସୁପର ସ୍ପେଶାଲିଟି ସୁବିଧା
ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଲୋକାର୍ପିତ
୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଖର୍ଚ୍ଚ ହୋଇଛି ୨୯୫ କୋଟି
୬ ରାଜ୍ୟରେ ସଂକ୍ରମଣ ଚିନ୍ତାଜନକ
ନୂଆଦିଲ୍ଲୀ
: ଚଳିତ ବର୍ଷ ଭାରତରେ କରୋନାର ଦୈନିକ ସଂକ୍ରମଣ ସର୍ବାଧିକ
ରହିଥିବାରୁ
କେନ୍ଦ୍ର
ସ୍ୱାସ୍ଥ୍ୟ
ମନ୍ତ୍ରଣାଳୟ
ରବିବାର
କହିଛି
ଯେ
ଦେଶର
୬
ରାଜ୍ୟ
ଯଥାକ୍ରମେ,
ମହାରାଷ୍ଟ୍ର, କେରଳ, ପଞ୍ଜାବ,
କର୍ଣ୍ଣାଟକ,
ଗୁଜୁରାଟ
ଏବଂ
ମଧ୍ୟପ୍ରଦେଶ
ନୂତନ
କୋଭିଡ
-19 ସଂକ୍ରମଣର
83.14%!-->…
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୋବିନ୍ଦା
ପୁରୀ: ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ଅତି ନିକଟକୁ ଯାଇ ଦର୍ଶନ କରି ବିମୁଗ୍ଧ ହୋଇ ଯାଇଥିଲେ ଗୋବିନ୍ଦା । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କୁ ଦୈବୀ କୃପା ମିଳିଛି ବୋଲି ସେ କହିଛନ୍ତି!-->…
ବେସାହାରାଙ୍କୁ ମିଳିଲା ବଞ୍ଚିବାର ରାହା
ବାପା ମା ଛେଉଣ୍ଡ ୪ ଅନାଥ ଶିଶୁଙ୍କୁ ମିଳିଲା ପ୍ରଶାସନର ସହାୟତା
କଳା ସଂସ୍କୃତିର ରାଜ୍ୟ ଓଡ଼ିଶା: ରାଷ୍ଟ୍ରପତି
ଓଡ଼ିଶାର ଗର୍ବ ଓ ଗୌରବ ଏନଆଇଟି ରାଉରକେଲା
ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି ଏନଆଇଟି ଛାତ୍ରଛାତ୍ରୀ
ସତ୍ୟବାଦୀରେ ପୁରୀ ଜିଲ୍ଲା ବିଜେପିର କେଁ..
ଦୁଇ ଗୋଷ୍ଠୀ ମୁହାଁମୁହିଁ, ଥାନାରେ ପହଞ୍ଚିଲା ମାମଲା
ରାଜଧାନୀରେ ଗନ୍ ପଏଣ୍ଟରେ ଗଣଦୁଷ୍କର୍ମ
ଭୁବନେଶ୍ୱର: ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ | ଘଟଣାଟି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ୪ଜଣ ବ୍ୟକ୍ତି ଜଣେ ମହିଳାଙ୍କୁ କାର୍ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ!-->…